Category: ଢେଙ୍କାନାଳ

ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ବୈଠକ

ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ବୈଠକ ଢେଙ୍କାନାଳ :-ଆଜି ତା ୧୭.୦୧.୨୬ ରିଖ (ଶନିବାର) ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଚଳିତ ୨୦୨୫-୨୬ ଶିକ୍ଷାବର୍ଷର ‘୪ର୍ଥ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ’…

ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଘାଟିତ

ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଘାଟିତ ହୋଉଯାଇଛି ।ଅଧକ୍ଷା ଡ.ଶକୁନ୍ତଳା ଯେନାଙ୍କ ଅଧକ୍ଷତାରେ ଏବଂ ଜାତୀୟ ସେବା ଯୋଜନା କାଯ୍ୟକ୍ରମ ଅଧିକାରୀ ଡ. ପଙ୍କଜ ବାରିକ୍ ଙ୍କ ସଂଯୋଜନାରେ ସ୍ୱତନ୍ତ୍ର ଶିବିର ଉଦଘାଟିତ…

ସାଫଲ୍ୟ ହେଲା ଜାତୀୟ ସେବା ଯୋଜନା ଶିବିରର ଦ୍ଵିତୀୟ ଦିବସ

ସାଫଲ୍ୟ ହେଲା ଜାତୀୟ ସେବା ଯୋଜନା ଶିବିରର ଦ୍ଵିତୀୟ ଦିବସ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶିବିର ଦ୍ଵିତୀୟ ଦିନରେ ପଦାର୍ପଣ କରିଛି। ୧୭ ରିଖ ଶନିବାର, ପ୍ରାରମ୍ଭରେ ପ୍ରାର୍ଥନା, ଶାରୀରିକ ଶିକ୍ଷା ଓ ଶ୍ରମଦାନ ଅନୁଷ୍ଠିତ ହେଲା…

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

ଢେଙ୍କାନାଳ: ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷରୁ ଦୁଇଟି ନୂତନ ସ୍ନାତକୋତ୍ତର ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ସେଗୁଡ଼ିକ ହେଲା କର୍ପୋରେଟ୍ ଯୋଗାଯୋଗ ଏବଂ ବ୍ରାଣ୍ଡ୍ ମ୍ୟାନେଜମେଣ୍ଟରେ ଏମଏ ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ପ୍ରଶାସନରେ ଏମଏ। ଆଇଆଇଏମସି ଢେଙ୍କାନାଳ…

ଟାଟା ଷ୍ଟିଲ ୟାଟସ୍ ରେ ଢେଙ୍କାନାଳ ଓ ତାଳଚେରର ଛାତ୍ରଛାତ୍ରୀଙ୍କ ବାଜିମାତ, କରିବେ ଇସ୍ରୋ ଭ୍ରମଣ

ଟାଟା ଷ୍ଟିଲ ୟାଟସ୍ ରେ ଢେଙ୍କାନାଳ ଓ ତାଳଚେରର ଛାତ୍ରଛାତ୍ରୀଙ୍କ ବାଜିମାତ, କରିବେ ଇସ୍ରୋ ଭ୍ରମଣ • ଶ୍ରେଷ୍ଠ ୩୦ ବିଜେତାଙ୍କ ମଧ୍ୟରେ ଢେଙ୍କାନାଳର ଆୟୁଷୀ ଓ ଶତାକ୍ଷୀ ଏବଂ ତାଳଚେରର ଓମ୍ ପ୍ରକାଶ ଢେଙ୍କାନାଳ, ୧୫. ୦୧. ୨୦୨୬: ଢେଙ୍କାନାଳ…

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ଢେଙ୍କାନାଳ, ୧୩ ଜାନୁଆରୀ: ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଏବଂ ତାଲିମ ସୁଯୋଗ ସହିତ ଯୋଡ଼ିବା ଲକ୍ଷ୍ୟରେ ଆଜି ବିବି ହାଇସ୍କୁଲ ଖେଳ ପଡ଼ିଆରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ଏକ…

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସମାରୋହ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସମାରୋହ ଅନୁଷ୍ଠିତ ଢ଼େଙ୍କାନାଳ, ତା. ୧୩.୧.୨୦୨୬- ଜଳ ସଂପଦ ବିଭାଗ, ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ଗତ ୬ ତାରିଖ ଠାରୁ ପାଣି ପଞ୍ଚାୟତ ପକ୍ଷ ପାଳିତ ହେଉଅଛି । ଏହି ଅବସରରେ ଆଜି…

ପ୍ରସିଦ୍ଧ ସର୍ବମଙ୍ଗଳାଙ୍କ ତୃତୀୟ ବାର୍ଷିକ ଯଜ୍ଞ ଉପଲକ୍ଷେ କଳସଯାତ୍ରା

ପ୍ରସିଦ୍ଧ ସର୍ବମଙ୍ଗଳାଙ୍କ ତୃତୀୟ ବାର୍ଷିକ ଯଜ୍ଞ ଉପଲକ୍ଷେ କଳସଯାତ୍ରା ଢେଙ୍କାନାଳ, ୧୩/୧ – ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ବଜାର ଅନ୍ତର୍ଗତ ଢଙ୍କୁଣିଆ ସାହିରେ ଥୁବା ପ୍ରସିଦ୍ଧ ସର୍ବମଙ୍ଗଳାଙ୍କ ତୃତୀୟ ବାର୍ଷିକ ଯଜ୍ଞ ଉପଲକ୍ଷେ କଳସଯାତ୍ରା ସ୍ଥାନୀୟ ବଡଜୋରା ଠାରୁ ପୂଜାର୍ଚ୍ଚନା କରାଯାଇ…

ତୃତୀୟ ବାର୍ଷିକ ଅନୁଗୁଳ ଓ ଢେଙ୍କାନାଳ କ୍ୟାଟେରିଙ୍ଗ୍ ମିଟ୍

ତୃତୀୟ ବାର୍ଷିକ ଅନୁଗୁଳ ଓ ଢେଙ୍କାନାଳ କ୍ୟାଟେରିଙ୍ଗ୍ ମିଟ୍ ଢେଙ୍କାନାଳ, ୧୩/୧- ସ୍ଥାନୀୟ ଶ୍ରୀରାମ ମଣ୍ଡପ ପ୍ରାଙ୍ଗଣରେ ଅନୁଗୁଳ ଓ ଢେଙ୍କାନାଳ କ୍ୟାଟେରିଙ୍ଗ ସଂଘର ତୃତୀୟ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା…

ଗନ୍ଦିଆ ବ୍ଲକସ୍ଥିତ କାଶୀପୁର ପ୍ରାଥମିକ ସମବାୟ ସମିତି ଠାରେ ଜ଼ିଲ୍ଲାସ୍ତରୀୟ ଧାନ ମଣ୍ଡି ଶୁଭ ଉଦଘାଟନ

ଆଜି ଗନ୍ଦିଆ ବ୍ଲକସ୍ଥିତ କାଶୀପୁର ପ୍ରାଥମିକ ସମବାୟ ସମିତି ଠାରେ ଜ଼ିଲ୍ଲାସ୍ତରୀୟ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଯାଇଅଛି | ଏହି ପରିପ୍ରେକ୍ଷୀରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ…