Category: ଢେଙ୍କାନାଳ

ବାବା ଆଖଣ୍ଡଳମଣି ଙ୍କ ପୀଠରେ ଆଜି ମାଘ ମାସର ଦ୍ଵିତୀୟ ସୋମବାର ଥିବାରୁ ବିଶେଷ ପୂଜା ଅର୍ଚ୍ଚନା

ଢେ଼ଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣି ଙ୍କ ପୀଠରେ ଆଜି ମାଘ ମାସର ଦ୍ଵିତୀୟ ସୋମବାର ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହା ସ୍ନାନ,ବେଲ ପତ୍ର ବିଭିନ୍ନ ପ୍ରକାରର ପୁଷ୍ପ ଓ…

ଶ୍ରୀ ଶ୍ରୀ ବାବା କୁଣ୍ଡେଶ୍ୱର ମନ୍ଦିରରେ କାଳସ୍ରପ ପୂଜା ଅନୁଷ୍ଠିତ ହୋଇଯାଇଛି

ଢେଙ୍କାନାଳ 12/1/2026ଶ୍ରୀ ଶ୍ରୀ ବାବା କୁଣ୍ଡେଶ୍ୱର ମନ୍ଦିରରେ କାଳସ୍ରପ ପୂଜା ଅନୁଷ୍ଠିତ ହୋଇଯାଇଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକର ସଞ୍ଜପଡା ପଞ୍ଚାୟତ ରକଲା ଗ୍ରାମରେ ବାବା ଶ୍ରୀ ଶ୍ରୀ କୁଣ୍ଡେଶ୍ଵର ମନ୍ଦିର ରେ ଆଜି ମାଘ ମାସର ଦ୍ୱିତୀୟ ସୋମବାର ରେ…

ମେଗା ଆଡମିଶନ କ୍ୟାମ୍ପ ଅନୁଷ୍ଠିତ

ଆଜି ତା ୧୨.୦୧.୨୬ ରିଖ (ସୋମବାର) ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ SIOS/NIOS-MEGA-ADMISSION CAMP ଯଥାରୀତିରେ ଅନୁଷ୍ଠିତ ହୋଇଅଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଅନ୍ୟତମ ସମ୍ମାନିତ…

ମନ୍ଦିରର ନାଁ ରେ ମନରେଗା ଯୋଜନା ଟଙ୍କା ହରିଲୁଟ୍ ଇରିଗେଶନ କାର୍ଯ୍ୟ ମନରେଗା ଯୋଜନା ଫାଇଦା

ମନ୍ଦିରର ନାଁ ରେ ମନରେଗା ଯୋଜନା ଟଙ୍କା ହରିଲୁଟ୍ ଇରିଗେଶନ କାର୍ଯ୍ୟ ମନରେଗା ଯୋଜନା ଫାଇଦା………. ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ – ଦଶିପୁର ପଞ୍ଚାୟତରେ ମନରେଗା ଯୋଜନା ମାଧ୍ୟମରେ ମନ୍ଦିର ନାମରେ ଟଙ୍କା ହଡ଼ପ କରୁଛନ୍ତି ସ୍ଥାନୀୟ ମେଟ୍ ପଂଚାୟତ ଅଧିକାରୀ।…

ଶ୍ୟାମା ଚରଣ ପୁର ଅଞ୍ଚଳ ବାସି ଙ୍କ ବନ୍ଧୁ ମିଳନ/ ବଣ ଭୋଜି

ଶ୍ୟାମା ଚରଣ ପୁର ଅଞ୍ଚଳ ବାସି ଙ୍କ ବନ୍ଧୁ ମିଳନ/ ବଣ ଭୋଜି ଢେଙ୍କାନାଳ, ଅଦ୍ୟ ତା ୧୧.୦୧.୨୦୨୬ ରିଖ ରବିବାର ଦିନ ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ଆନୁକୁଲ୍ୟରେ ନବ ବର୍ଷ ୨୦୨୬ ମସିହା ପାଇଁ ,ଶ୍ୟାମା…

ବାଲିଆ ମାର୍କେଟ ରାସ୍ତା ବନ୍ଦ କୁ ନେଇ ବିକ୍ଷୋଭ

ବାଲିଆ ମାର୍କେଟ ରାସ୍ତା ବନ୍ଦ କୁ ନେଇ ବିକ୍ଷୋଭ ଅନୁଗୋଳ:୦୯/୦୧ ନାଲକୋ ଥାନା ଅନ୍ତର୍ଗତ ବାଲିଆ ମାର୍କେଟ ରାସ୍ତାକୁ ବନ୍ଦ କରିବାକୁ ନେଇ ଶୁକ୍ରବାର ସ୍ଥାନୀୟ ବାସିନ୍ଦା ଏବଂ ଦୋକାନୀ ମାନଙ୍କ ଦ୍ଵାରା ବିରୋଧ ପ୍ରଦର୍ଶନ କରିବା ସହ ନାଲକୋକୁ ଏ…

ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଛବିରାଜ୍ ବିଶ୍ବାଳ ଙ୍କ ସହିତ ରାଜ୍ୟ କଂଗ୍ରେସ ର ଉପସଭାପତି ଶ୍ରୀମତୀ ସସ୍ମିତା ବେହେରା ଯୋଗଦାନ କରିଥିଲେ।ବିଜେପି ସରକାର…

ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ

ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍ ସହଯୋଗରେ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ ର ତୃତୀୟ ସଂସ୍କରଣ ଆୟୋଜିତ •…

ଆଜି ଢେଙ୍କାନାଳ କାରିଗର ସାହିସ୍ଥ ଅଭିନନ୍ଦନ ଗାର୍ଡେନ ଠାରେ ଦ୍ୱାଦଶ ତମ ପାରାୟଣ ଓ ଶ୍ରୀଗୁରୁ ଭାଗବତ

ଆଜି ଢେଙ୍କାନାଳ କାରିଗର ସାହିସ୍ଥ ଅଭିନନ୍ଦନ ଗାର୍ଡେନ ଠାରେ ଦ୍ୱାଦଶ ତମ ପାରାୟଣ ଓ ଶ୍ରୀଗୁରୁ ଭାଗବତ ପ୍ରଥମ ବର୍ଷ ଉଦଯାପନୀ ସନ୍ଧ୍ୟାରେ ଢେଙ୍କାନାଳ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ମୁଖ୍ୟ ଅଟିଥି ଭାବେ ଯୋଗଦାନ କରି…

ସରକାରୀ ନିୟମକୁ ଫୁ ମାନୁନାହାନ୍ତି ଠିକାଦାର ମନରେଗା ଯୋଜନାରେ ଲାଗୁଛି ମେସିନ

ସରକାରୀ ନିୟମକୁ ଫୁ ମାନୁନାହାନ୍ତି ଠିକାଦାର ମନରେଗା ଯୋଜନାରେ ଲାଗୁଛି ମେସିନ….. ଢେଙ୍କାନାଳ ଜିଲ୍ଲା ଉପାନ୍ତ ବ୍ଲକ କଙ୍କଡାହାଡ଼ ବ୍ଲକ କାନ୍ତୋଲ ପଂଚାୟତରେ ଶ୍ରମିକ ବଦଳରେ ଜେସିବ ମେସିନ ଲଗେଇ କାର୍ଯ୍ୟ କରାଯାଉଛି!ସରକାରୀ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ହେଉଛି!ପଞ୍ଚୁ…