ବାବେବିରା ଠାରେ ସ୍ବର୍ଗତ ଖିରେଶ୍ୱର ନାଏକ ଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ସଭା ଓ ବନ୍ଧୁ ମିଳନ
ବରଗଡ:-୨୩.୧୨ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲୁଣ୍ଡା ପଞ୍ଚାୟତ ବାବେବିରା ଠାରେ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଜାତୀୟ କୃଷକ ଦିବସ ଅବସରରେ ସଂଗଠନ ସଭାପତି ଷଢାନନ ଭୋଇ ଙ୍କ ଅଧ୍ୟକ୍ଷତା ରେ ସ୍ବର୍ଗତ ଖିରେଶ୍ଵର୍ ନାଏକ ଙ୍କ ୫ମ…
