ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉପଲକ୍ଷେ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତା
ତା.29.11.2023, ବରଗଡ଼ ଜିଲ୍ଲା ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟ ପଡିଆରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ -2023 ପାଳନ ଅବସରରେ ଜିଲ୍ଲା ପ୍ରଶାସନ ବରଗଡ଼ ଆନୁକୂଲ୍ୟରେ ଭିନ୍ନକ୍ଷମମାନଙ୍କ ନିମନ୍ତେ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତା ଯଥା :- ଚିତ୍ରାଙ୍କନ,ରଙ୍ଗୋଲି, ସଂଗୀତ,ନୃତ୍ୟ,ପ୍ରବନ୍ଧ,କୁଇଜ,ମ୍ୟୁଜିକ ଚେୟାର,ବାସ୍କେଟ ବଳ,…
