Category: ବଲାଙ୍ଗୀର

ବଲାଙ୍ଗିର ତୁସ୍ତାପଲ୍ଲୀରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ: ୧୦୫.୬୨ କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ

ଆଜି ରାଜ୍ୟ କ୍ୟାବିନେଟ୍ ବଲାଙ୍ଗିର ଜିଲ୍ଲାର ତୁସ୍ତାପଲ୍ଲୀ ଗ୍ରାମ ନିକଟରେ ଜଳ ସୁରକ୍ଷା ନିମନ୍ତେ ଏକ ଅନ୍ତଃନଦୀ ଜଳାଶୟ (In-Stream Storage Structure) ନିର୍ମାଣ ପାଇଁ ୧୦୫,୬୨,୩୩,୯୬୦.୦୦ ଟଙ୍କା (ଏକ ଶହ ପାଞ୍ଚ କୋଟି ବାଷଠି ଲକ୍ଷ ତେତିଶ ହଜାର ନଅ…

୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ, ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ, ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ବଲାଙ୍ଗୀର/ସଇଁତଳା: ଚାଷ ଜମିକୁ ଘରବାଡ଼ି କିସମରେ ପରିବର୍ତ୍ତନ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଳା…

ବଲାଙ୍ଗିରରେ ଅନ୍ତଃଜିଲ୍ଲା ସେକ୍ସ ରାକେଟ୍‌ ଠାବ, ୪ ଗିରଫ

ବଲାଙ୍ଗିରରେ ଅନ୍ତଃଜିଲ୍ଲା ସେକ୍ସ ରାକେଟ୍‌ ଠାବ, ୪ ଗିରଫ ନାବାଳିକା ଶୋଷଣ ଅଭିଯୋଗ; ମୁଖ୍ୟ ଅଭିଯୁକ୍ତା ଗୀତା ବାଗ୍‌ ଗିରଫ ବଲାଙ୍ଗିର, ୩/୯: ବଲାଙ୍ଗିର ସହରରେ ଚାଲିଥିବା ଏକ ଅନ୍ତଃଜିଲ୍ଲା ଦେହ ବ୍ୟବସାୟ ରାକେଟ୍‌ର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୋଲିସ। ଏହି…

ବଲାଙ୍ଗିରରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବଲାଙ୍ଗିରରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ ସେପ୍ଟେମ୍ବର ୧୫ରେ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ନିକଟରେ ହେବ ନବାନ୍ନ ଲାଗି ବଲାଙ୍ଗିର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ବଲାଙ୍ଗିରରେ ଉତ୍ସାହର ମାହୋଲ। ଆଜି ନୂଆଁଖାଇ ପର୍ବ ପାଇଁ ପାରମ୍ପରିକ…

ବଲାଙ୍ଗିରରେ ଲୋକଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ବଲାଙ୍ଗିର ସର୍କିଟ୍ ହାଉସ୍ ଠାରେ ଲୋକମାନଙ୍କୁ ଭେଟି ଆଲୋଚନା କରିବା ସହ ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜି…

ମିନି ଟ୍ରକ ଚାଳକଙ୍କୁ ଆକ୍ରମଣ ଅଭିଯୋଗ ; ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟ କୋଷାଧ୍ୟକ୍ଷ ଗିରଫ

ବଲାଙ୍ଗିର,୧୨/୭ : ଓଡ଼ିଶା ଡ୍ରାଇଭର ମହାସଙ୍ଘ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କୁ ପୋଲିସ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ପୋଲିସ ଆଦିତ୍ୟଙ୍କୁ ଗିରଫ କରିଛି । ଦେବଗଡର ଡ୍ରାଇଭର ମହାସଙ୍ଘ କାର୍ଯ୍ୟାଳୟରୁ ଆଦିତ୍ୟଙ୍କୁ…

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ

ଭୂବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ। ଗତକାଲି ଦିଲେଶ୍ୱରଙ୍କ ନିକଟରେ ଆୟବହିର୍ଭୁତ…

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ୧୫ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଲା ପୋଲିସ

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀ ଅଟକ । ୧୫ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଲା ପୋଲିସ। ବଲାଙ୍ଗିର, ଟିଟିଲାଗଡ଼ ଓ ଦେଓଗାଁରୁ ୧୫ ଜଣ ଅଟକ। ଆଜି ବଲାଙ୍ଗିରରେ ହେବ କୃଷକ ଶକ୍ତି ସମାବେଶ। ରାଜ୍ୟସ୍ତରୀୟ ସମାବେଶରେ…

ଗ୍ରାମୀଣ ଡାକ ସେବକ ଚାକିରି ପାଇଁ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ୫ ଗିରଫ

ବଲାଙ୍ଗୀର: ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇଁ ଜାଲ୍ ସାର୍ଟିଫିକେଟ ଦେଇ ଗିରଫ ହେଲେ ପାଞ୍ଚ ଯୁବକ । ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଉଛନ୍ତି…

ପୁଇଁତଳାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଗିରଫ

ବଲାଙ୍ଗୀର: ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି…