ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍, ୬ ଜଣ ଦେହଜୀବୀଙ୍କ ସହ ୫ ଗ୍ରାହକ ଗିରଫ
ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍ । ଜଟଣୀ ସ୍ଥିତ ସାଇବିହାର ଅଞ୍ଚଳରେ ଏକ ଘରେ ସେକ୍ସ ରାକେଟ୍ ଚାଲୁଥିବାବେଳେ ଦେହଜୀବୀଙ୍କ ସହ ଗ୍ରାହକଙ୍କୁ ମାଡ଼ି ବସିଲା ପୋଲିସ୍ । ଘର ଭିତରୁ ୬ ଜଣ ଦେହଜୀବୀଙ୍କ ସମେତ ୫ ଜଣ ଗ୍ରାହକଙ୍କୁ…
ମେ ୨୫ ଓ ୨୬ ଏସବିଆଇ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ
ଭୁବନେଶ୍ୱର, ୨୩/୦୫ : ସର୍ବଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି । ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ଦେଶବ୍ୟାପୀ ଏସବିଆଇ ବ୍ୟାଙ୍କ କର୍ମଚାରୀ ସଂଘ ଧର୍ମଘଟ…
ଏବୋଲା ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର
ଭୁବନେଶ୍ୱର: ଏବୋଲା ଭାଇରସ୍ ନେଇ ବିଶ୍ୱସ୍ତରରେ ଚିନ୍ତା ବଢୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ସତର୍କତା ବଢାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଆଲର୍ଟ ଜାରି କରାଯାଇଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟରେ କଡ଼ା ନଜର ରଖାଯାଇଛି…
ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ ଯାନିଯାତ୍ରା ଓ ଉତ୍ସବ ପ୍ରତ୍ୟେକ ଓଡ଼ିଶାବାସୀ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବାକୁ ଥିବା ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ା ଯାତ୍ରା, ସୁନାବେଶ,…
ଅଗ୍ନି-୧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଚାନ୍ଦିପୁର: ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀରୁ ଆଜି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାନଦଣ୍ଡ ଦୃଷ୍ଟିରୁ ପରୀକ୍ଷଣ ସଫଳ ହୋଇଥିଲା। ରଣନୀତିକ ବାହିନୀ କମାଣ୍ଡ…
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗ ଜଳ ଯୋଗାଣ
୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଗାଁକୁ ପାଇପ୍ ଜଳ ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ପୂରଣ ପାଇଁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୩ଟି…
ଓଭରଲୋଡ ଯୋଗୁଁ ପାୱାରକଟ: ଶକ୍ତି ମନ୍ତ୍ରୀ
ଭୁବନେଶ୍ୱର: ବିଦ୍ୟୁତ କାଟକୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଧନ ସିଂହ ଦେଓ ପ୍ରତିକ୍ରିୟା ରଖି କହିଛନ୍ତି , ଏବେ ଯେଉଁପରି ହିଟୱେଭ ଚାଲିଛି, ତାହା କାହାରି ହାତରେ ନାହିଁ । ପିକ ହିଟ ସମୟରେ ଅଧିକ ଡିମାଣ୍ଡ ରହୁଛି ।…
ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩କୁ ଛୁଇଁଲା
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ତାତି, ଆର୍ଦ୍ରତାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଏଭଳି ସମୟରେ କତେ ଜଣ ଅଶୁଂଘାତରେ ପୀଡିତ ହେଉଛନ୍ତି । ତେବେ ରାଜ୍ୟରେ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୩କୁ ଛୁଇଁଛି ବୋଲି ଡେପୁଟି…
