ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗ ଜଳ ଯୋଗାଣ
୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଗାଁକୁ ପାଇପ୍ ଜଳ ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ପୂରଣ ପାଇଁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୩ଟି…
ଓଭରଲୋଡ ଯୋଗୁଁ ପାୱାରକଟ: ଶକ୍ତି ମନ୍ତ୍ରୀ
ଭୁବନେଶ୍ୱର: ବିଦ୍ୟୁତ କାଟକୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଧନ ସିଂହ ଦେଓ ପ୍ରତିକ୍ରିୟା ରଖି କହିଛନ୍ତି , ଏବେ ଯେଉଁପରି ହିଟୱେଭ ଚାଲିଛି, ତାହା କାହାରି ହାତରେ ନାହିଁ । ପିକ ହିଟ ସମୟରେ ଅଧିକ ଡିମାଣ୍ଡ ରହୁଛି ।…
ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩କୁ ଛୁଇଁଲା
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ତାତି, ଆର୍ଦ୍ରତାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଏଭଳି ସମୟରେ କତେ ଜଣ ଅଶୁଂଘାତରେ ପୀଡିତ ହେଉଛନ୍ତି । ତେବେ ରାଜ୍ୟରେ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୩କୁ ଛୁଇଁଛି ବୋଲି ଡେପୁଟି…
ରାଜ୍ୟରେ ସାର ସଙ୍କଟ ନାହିଁ: ସମବାୟ ମନ୍ତ୍ରୀ
ଭୁବନେଶ୍ୱର: ଖୁବ ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । କଞ୍ଚାମାଲ ଯୋଗାଣ ଅଭାବରୁ ଇଫକୋର ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଅଧିକ ଦିନ ଏଭଳି ଅବସ୍ଥା ରହିଲେ…
ଓଡ଼ିଶାରେ ୬୦୦ରୁ ଅଧିକ ଜିଲ୍ଲା ପରିଷଦ ଆସନ ଜିତିବା ପାଇଁ ବଡ଼ ଟାର୍ଗେଟ୍
ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ବିଗୁଲ୍ ଫୁଙ୍କି ସାରିଲାଣି ଶାସକ ଭାରତୀୟ ଜନତା ପାର୍ଟି (BJP)। ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା ଏବଂ ଗ୍ରାମାଞ୍ଚଳରେ ନିଜର ଦବଦବା ଜାହିର କରିବା ପାଇଁ ରାଜ୍ୟ ବିଜେପି…
୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର : ଖଣ୍ଡଗିରି ଥାନା ସରକନ୍ତରା କୃତ୍ତିବାସ ପରିଜା ଓରଫ ସୋନୁ ହତ୍ୟାକାଣ୍ଡ ମାମଲାରେ ୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ADJ କୋର୍ଟ। ଦୀର୍ଘ ୧୨ ବର୍ଷ ପରେ ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି ।…
ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କାଟ ନେଇ ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କାଟ ନେଇ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏନେଇ ପ୍ରଶାସନକୁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେପରିକି ବୈଠକ, ସମୀକ୍ଷା ପ୍ରଶିକ୍ଷଣ, କାର୍ମଶାଳା…
ପିସିସି ପକ୍ଷରୁ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ
ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରନ୍ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିିତ ହୋଇଯାଇଛି । ସକାଳେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ…
