ପାଠ ପଢ଼ା ସରିବା ପରେ କ’ଣ କରିବେ? ଯୁବପୀଢ଼ିଙ୍କ ପାଇଁ କେଉଁ କ୍ୟାରିୟର ହେବ ଶ୍ରେଷ୍ଠ ବିକଳ୍ପ, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ
ପାଠ ପଢ଼ା ସରିବା ପରେ କ’ଣ କରିବେ? ଯୁବପୀଢ଼ିଙ୍କ ପାଇଁ କେଉଁ କ୍ୟାରିୟର ହେବ ଶ୍ରେଷ୍ଠ ବିକଳ୍ପ, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ବିଦ୍ୟାଳୟ ଏବଂ କଲେଜର ପାଠପଢ଼ା ସରିବା ପରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମନରେ ଏକ ସାଧାରଣ ପ୍ରଶ୍ନ ଉଙ୍କି ମାରେ…
ଅପରାଧ ପାଇଁ ଚିନ୍ତା କରୁଥିଲେ ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହ – ଡିଜିପି ଓ୍ବାଇ ବି ଖୁରାନିଆ
ଭୁବନେଶ୍ୱର – ଏଣିକି ଅପରାଧୀଙ୍କ ଉପରେ ହେବ ଏହି ଭଳି ଆକ୍ସନ । ୨୪ ଘଣ୍ଟାରେ ଦୁଇଟି ପରେ ଏନକାଉଣ୍ଟର ପରେ ପେସାଦାର ଅପରାଧୀଙ୍କୁ ପୁଲିସ ମୁଖିଆଙ୍କ କଡ଼ା ଚେତାବନୀ । ଅପରାଧ ଘଟାଇବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ବ୍ରହ୍ମପୁର…
ରେଳ ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ପୋଲିସ
ରେଲୱେ ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ରେଲୱେ ପୋଲିସ । ମୟୂରଭଞ୍ଜ କପ୍ତିପଦାରୁ ଅନୁଗୋଳ ଅଭିମୁଖେ ଯାଉଥିବା ୨୭ ଜଣଙ୍କୁ ଉଦ୍ଧାର କଲା ପୁଲିସ। ଉଦ୍ଧାର ୨୭ ଜଣଙ୍କ ମଧ୍ୟରୁ ୧୯ ନାବାଳକ ଓ ୮ ସାବାଳକ । ସୋର…
ସୋମବାର ସୁଦ୍ଧା ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ରହିବନି ଅଭାବ; ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ
ଆଜି ବି ସକାଳୁ ସକାଳୁ ତେଲ ଟାଙ୍କିରେ ପ୍ରବଳ ଭିଡ଼। ଭୋରରୁ ପେଟ୍ରୋଲ ଟାଙ୍କି ଲୋକଙ୍କ ଭିଡ଼ ଜମିଛି । ସାରା ରାଜ୍ୟରେ ତେଲ ପାଇଁ ହାହାକାର । ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ପ୍ରବଳ ଭିଡ଼ । ଘଣ୍ଟା ଘଣ୍ଟା…
ସିବିଏସଇର ବଡ଼ ନିଷ୍ପତ୍ତି, ୯ମ ଏବଂ ୧୦ମରେ ୩ଟି ଭାଷା ବାଧ୍ୟତାମୂଳକ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧ରୁ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧, ୨୦୨୬ ଶିକ୍ଷାବର୍ଷ ୨୦୨୬-୨୭ରୁ ଆରମ୍ଭ ହେବ ।…
ବିଏମସି ପକ୍ଷରୁ ଦୁଇଟି ସ୍ଥାନରେ ଶୀତଳ ଆଶ୍ରୟସ୍ଥଳ ଉଦଘାଟିତ
ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନ ସାଧାରଣଙ୍କ ପାଇଁ କଳ୍ପନା ଛକ ଓ ଫାୟାର ଷ୍ଟେସନ ନିଟକରେ ଦୁଇଟି ଅସ୍ଥାୟୀ ଶୀତଳ ଆଶ୍ରୟସ୍ଥଳ ଆଜି ଉଦଘାଟିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା…
ସେପ୍ଟେମ୍ବର ୬ ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା
ଭୁବନେଶ୍ୱର: ରାଜ୍ୟର ହେବାକୁ ଥିବା ସଘନ ସଂଶୋଧନ (ଏସଆଇଆର)-୨୦୨୬ କାର୍ଯ୍ୟକ୍ରମ ପାଇଁ ଏକ ବିସ୍ତୃତ ଉପସ୍ଥାପନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଣ୍ଟର ରେ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ…
ଓଡ଼ିଶାରେ ବଢ଼ିଲା ବସ୍ ଭଡ଼ା: ସାଧାରଣ ଓ ଏକ୍ସପ୍ରେସ୍ ଭଡ଼ା ୨ ପଇସା ବୃଦ୍ଧି
ଓଡ଼ିଶାରେ ବଢ଼ିଲା ବସ୍ ଭଡ଼ା: ସାଧାରଣ ଓ ଏକ୍ସପ୍ରେସ୍ ଭଡ଼ା ୨ ପଇସା ବୃଦ୍ଧି ଭୁବନେଶ୍ୱର: ରାଜ୍ୟରେ ବସ୍ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର। ଓଡ଼ିଶାରେ ପୁଣି ଥରେ ବସ୍ ଭଡ଼ା ବୃଦ୍ଧି ପାଇଛି। ଡିଜେଲ ଦରରେ ପରିବର୍ତ୍ତନ କାରଣରୁ…
