ଶ୍ରମିକଙ୍କୁ ଭେଟି ଦେଲେ ମୋହନ ସରକାର: ବଢିଲା ଶ୍ରମିକଙ୍କ ମଜୁରୀ
ଭୁବନେଶ୍ଵର : ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଶ୍ରମିକଙ୍କୁ ଭେଟି ଦେଇଛନ୍ତି ମୋହନ ସରକାର । ଶ୍ରମିକଙ୍କ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ହୋଇଛି । ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦ୍ଵାରା ଘୋଷଣା ଅନୁସାରେ ଅଣକୁଶଳୀ…
