ପୁରୀରେ ମହାନଦୀ ଟ୍ରିବ୍ୟୁନାଲ ଦଳ: ବିବାଦର ସମାଧାନ ନେଇ ଆଲୋଚନା କଲେ ପୀତାମ୍ବର ଆଚାର୍ଯ୍ୟ
ପୁରୀ: ଖୁବଶିଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ଦଳ ପୁରୀ ଗସ୍ତରେ ଆସିଥିବାବେଳେ ସେମାନଙ୍କ ସହ ହୋଇଥିବା ଆଲୋଚନା ପରେ ଶ୍ରୀ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ…
