Category: ଭୁବନେଶ୍ବର

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା । ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା । ବିଧାନସଭାରେ ଖୋଦ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ…

ଶିକ୍ଷକ ସଂଘର ଆନ୍ଦୋଳନ କୁ ନେଇ ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ

ବିଧାନସଭାରେ ଉଠିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ , ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ । ଆନ୍ଦୋଳନକୁ ନେଇ ମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ଗତ ୬ ତାରିଖରେ ଶିକ୍ଷକ ସଂଘର ନେତୃତ୍ବଙ୍କ ସହ ଆଲୋଚନା ହୋଇଥିଲା । ବିଭାଗୀୟ…

ନୋଟାରୀ ଅଟୋମେସନ୍‌ ପୋର୍ଟାଲ ଉଦ୍‌ଘାଟିତ

ନୋଟାରୀ ଅଟୋମେସନ୍‌ ପୋର୍ଟାଲ ଉଦ୍‌ଘାଟିତ ଭୁବନେଶ୍ୱର : ବିଭିନ୍ନ ନ୍ୟାୟିକ ଦସ୍ତାବିଜକୁ ପ୍ରମାଣିକୃତ ଓ ବୈଧ କରିବା କ୍ଷେତ୍ରରେ ନୋଟାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ତେଣୁ ନୋଟାରୀ ମ୍ୟାନେଜ୍‌ମେଣ୍ଟ ସିଷ୍ଟମକୁ ସହଜ ଓ ସରଳ କରିବା କ୍ଷେତ୍ରରେ ନୋଟାରୀ…

ଦେଶାନ୍ତର ହେବେ ୨୦ ବାଙ୍ଗଲାଦେଶି

ଭୁବନେଶ୍ବର: ଦେଶାନ୍ତର ହେବେ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ବାଂଲାଦେଶୀ। ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତଥ୍ୟ ଜାରି କଲେ ରାଜ୍ୟ ସରକାର। ସୂଚନା ଅନୁଯାୟୀ, ୨୧୦୯ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି, ୨୦୨୫ ଜଣ ଭାରତୀୟ ଚିହ୍ନଟ ହୋଇଛନ୍ତି। ଆଉ ୧୩ ଜଣଙ୍କ ପରିଚୟ…

ଡକ୍ଟର ମୋହିତ ଦାସ ମେମୋରିଆଲ ବାସ୍କେଟ ବଲ ପ୍ରତିଯୋଗିତା

ଡକ୍ଟର ମୋହିତ ଦାସ ମେମୋରିଆଲ ବାସ୍କେଟ ବଲ ପ୍ରତିଯୋଗିତା ଭୁବନେଶ୍ୱର କଳିଙ୍ଗ ବିହାର ଠାରେ ବିଡ଼ିଏମ ଏକାଡେମୀ ଆନୁକୂଲ୍ୟରେ ଡକ୍ଟର ମୋହିତ ଦାସ ବାସ୍କେଟ ବଲ ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା, ଏହି ପ୍ରତିଯୋଗିତାରେ କଟକ ତଥା ଭୁବନେଶ୍ୱର…

ଆଜିର ରାଶିଫଳ (ସୋମବାର, ଡିସେମ୍ବର ୮, ୨୦୨୫)

✨ ଆଜିର ରାଶିଫଳ (ସୋମବାର, ଡିସେମ୍ବର ୮, ୨୦୨୫) ୧. ମେଷ ରାଶି (Aries) 🐏 ଶୁଭ ସଂଖ୍ୟା: ୯ ଶୁଭ ରଙ୍ଗ: ଲାଲ୍ ଶୁଭ ସମୟ: ସକାଳ ୮:୦୦ ରୁ ୯:୩୦ ଫଳାଫଳ: ଆଜି ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।…

ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା;CBI କୁ ଆଉ ଏକ ସଫଳତା, ବିହାରରୁ ଜଣେ ଗିରଫ

ଵହୁଚର୍ଚ୍ଚିତ ରାଜ୍ୟ ପୁଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଆଉ ଏକ ସଫଳତା ମିଳିଛି। ସିବିଆଇ ଟିମ୍‌ ପରୀକ୍ଷା କେଳେଙ୍କାରୀ ମାମଲାରେ ଜରେ ଅଭିଯୁକ୍ତକୁ ବିହାରର ଗିରଫ କରିଛନ୍ତି। ଏହି ମାମଲା ସହିତ ଜଡ଼ିତ ଅଭିଯୁକ୍ତ…

ନନ୍ଦନକାନନକୁ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ, କ୍ୱାରେଣ୍ଟାଇନରେ ରଖାଯିବ ପ୍ରାୟ ଏକ ମାସ

ନନ୍ଦନକାନନକୁ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜନ୍ତୁ ଅଦଳବଦଳ ହୋଇଛି । ଏହି ବିନିମୟରେ ନନ୍ଦନକାନନ…

ଭୁବନେଶ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର

୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ ଟି-୨୦ । ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର । କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ ଉଭୟ ଟିମ୍‌ । ହୋଟେଲ ପରିସରରେ ଉଭୟ ଦଳ ଖେଳାଳିଙ୍କୁ ଭବ୍ୟ…

ଭୁବନେଶ୍ୱରରେ ପହଞ୍ଚିଲେ ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା

ଭୁବନେଶ୍ୱରରେ ପହଞ୍ଚିଲେ ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା ଭୁବନେଶ୍ୱରରେ ପହଞ୍ଚିଲେ ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ବାରବାଟୀ T-20 ଖେଳିବାକୁ ଆଗୁଆ ଆସି ପହଞ୍ଚିଲେ । ବିଶ୍ବର ଶ୍ରେଷ୍ଠ ବୋଲର ବୁମ୍‌ରାଙ୍କୁ ଦେଖିବାକୁ ଟ୍ବିନ୍‌ ସିଟିରେ ବଡ଼ କ୍ରେଜ୍‌ । ଅପରାହ୍ନ…