ରାଜ୍ୟରେ ବିଜେଡ଼ିର ପ୍ରକ୍ସି ସରକାର ଚାଲିଛି – ଶରତ ପଟ୍ଟନାୟକ
*ରାଜ୍ୟରେ ବିଜେଡ଼ିର ପ୍ରକ୍ସି ସରକାର ଚାଲିଛି – ଶରତ ପଟ୍ଟନାୟକ* ଭୁବନେଶ୍ୱର ତା. ୨୨.୯- ଆଜି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଗରଦପୁର ବ୍ଲକ ଅନ୍ତର୍ଗତ ଚଁପୁର ଖେଲପଡିଆ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଶାଳ…
