ଅଗଷ୍ଟ ୨୮ରେ ରାଜ୍ୟ କ୍ୟାବିନେଟ୍ ବୈଠକ, ୭ ପ୍ରସ୍ତାବ ଉପରେ ହୋଇପାରେ ନିଷ୍ପତ୍ତି
🏛️ ଅଗଷ୍ଟ ୨୮ରେ ରାଜ୍ୟ କ୍ୟାବିନେଟ୍ ବୈଠକ, ୭ ପ୍ରସ୍ତାବ ଉପରେ ହୋଇପାରେ ନିଷ୍ପତ୍ତି ଭୁବନେଶ୍ୱର, ୨୧/୦୮: ଅଗଷ୍ଟ ୨୮ ତାରିଖରେ ବସିବ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକ। ଏନେଇ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା…
