କଳିଙ୍ଗ ଷ୍ଟାଡିଅମ୍ରେ ବିଶ୍ୱସ୍ତରୀୟ ଆଥଲେଟିକ୍ସ: କ୍ରୀଡ଼ା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା
କଳିଙ୍ଗ ଷ୍ଟାଡିଅମ୍ରେ ବିଶ୍ୱସ୍ତରୀୟ ଆଥଲେଟିକ୍ସ: କ୍ରୀଡ଼ା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମ୍ରେ ଆୟୋଜିତ ‘ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର୍ ୨୦୨୬’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱସ୍ତରୀୟ ଆଥଲେଟ୍ମାନଙ୍କ ଚମତ୍କାର ପ୍ରଦର୍ଶନକୁ ଉପଭୋଗ…
