ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଏଣିକି ମିଳିବ କ୍ୟାନସର ଚିକିତ୍ସା ସୁବିଧା
ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଏଣିକି ମିଳିବ କ୍ୟାନସର ଚିକିତ୍ସା ସୁବିଧା ଭୁବନେଶ୍ୱର: କ୍ୟାନସର ରୋଗୀଙ୍କ ପାଇଁ ଆସିଲା ବଡ଼ ଆଶ୍ୱାସନ। ଏଣିକି ଆୟୁଷ୍ମାନ ଭାରତ କାର୍ଡ ମାଧ୍ୟମରେ ମିଳିପାରିବ କର୍କଟ ରୋଗର ଚିକିତ୍ସା ସୁବିଧା। ଏନେଇ ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ…
ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ
ଭୁବନେଶ୍ୱର: ରାଜ୍ୟପାଳଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଓଡ଼ିଶାର ବିକାଶ ଉପରେ ଗୁରୁତ୍ୱ ଭୁବନେଶ୍ୱର: ଲୋକଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏହି ସାକ୍ଷାତକାର ସମୟରେ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ଓ ଓଡ଼ିଶାର…
ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା: ବିକ୍ରମ ଆରୁଖ କ’ଣ ବଦଳାଇବେ ଦଳ?
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମ୍ଭାବ୍ୟ ବିଜେପି ଯୋଗଦାନକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ରାଜନୈତିକ ମହଲରେ ଆହୁରି ଚର୍ଚ୍ଚା ସୃଷ୍ଟି କରିଛି।ମନମୋହନ ସାମଲ…
ଆଦିବାସୀ ବିକାଶରେ ନୂଆ ଦିଗ: ‘ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚୁ ଶାସନର ଲାଭ’—ମୁଖ୍ୟମନ୍ତ୍ରୀ
ଆଦିବାସୀ ବିକାଶରେ ନୂଆ ଦିଗ: ‘ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚୁ ଶାସନର ଲାଭ’—ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ରାଜ୍ୟର ଆଦିବାସୀ ସମାଜର ସାମାଜିକ ଓ ଆର୍ଥିକ ବିକାଶ ସହ ପରମ୍ପରା, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ…
ଜାତୀୟ ମଞ୍ଚରେ ଓଡ଼ିଆ ସିନେମାର ଦମଦାର ବିଜୟ, ‘ଲାହାରୀ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ପୁରସ୍କାର
ଜାତୀୟ ମଞ୍ଚରେ ଓଡ଼ିଆ ସିନେମାର ଦମଦାର ବିଜୟ, ‘ଲାହାରୀ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ପୁରସ୍କାର ଭୁବନେଶ୍ୱର: ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଆ ସିନେମାର ଗୌରବ ବଢ଼ାଇଛି ୨୦୨୫ର ପ୍ରଶଂସିତ ଓଡ଼ିଆ ଫିଚର୍ ଫିଲ୍ମ ‘ଲାହାରୀ’। ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ…
ଆଇନର ରକ୍ଷକ ଏବେ ଅଭିଯୁକ୍ତ: ଦୁଷ୍କର୍ମ ଅଭିଯୋଗରେ OASI ଗିରଫ
ଗଞ୍ଜାମ/ଛତ୍ରପୁର – ପୁଲିସ ବିଭାଗକୁ ନେଇ ପୁଣିଥରେ ଉଠିଛି ଗୁରୁତର ପ୍ରଶ୍ନ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ଛତ୍ରପୁର ରିଜର୍ଭ ପୁଲିସର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତ ପୁଲିସ କର୍ମଚାରୀ ହେଉଛନ୍ତି ଓଏଏସଆଇ…
ନିଟ୍-ୟୁଜି ଫଳାଫଳରେ ଓଡ଼ିଶାର ଗୌରବ ବଢ଼ାଇଲେ ସାତ୍ତ୍ୱିକ ପଟ୍ଟନାୟକ, ହେଲେ ଷ୍ଟେଟ୍ ଟପର୍
ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ନିଟ୍-ୟୁଜି ୨୦୨୬ ପରୀକ୍ଷା ଫଳ ଜାରି କରାଯାଇଛି । ଚଳିତଥର ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ…
ସିନେମା ହଲ୍ରେ ‘ମିଲେଟ ଡାଏରୀ’ର ଧମାକା: ୪୫ଟି ପ୍ରେକ୍ଷାଳୟରେ ହେବ ମୁକ୍ତିଲାଭ
ଭୁବନେଶ୍ବର – ଅନେକ ଦିନର ଅପେକ୍ଷା ପରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ମିଲେଟ ଡାଏରୀ l ୪୫ ଟି ପ୍ରେକ୍ଷାଳୟରେ ଦର୍ଶକ ଦେଖିବେ ନିଜ ମାଟିର କାହାଣୀ l ଓଡିଶା ମାଟିର କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ସିନେମାକୁ…
