ଶିକ୍ଷାବିତଙ୍କ ବିୟୋଗରେ ସ୍କୁତିଚାରଣ ସଭା ଅନୁଷ୍ଠିତ
ଶିକ୍ଷାବିତଙ୍କ ବିୟୋଗରେ ସ୍କୁତିଚାରଣ ସଭା ଅନୁଷ୍ଠିତ ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ଯେନାଡିଆ (ବଂଶିପୁର) ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ହରେକୃଷ୍ଣ ମଲ୍ଲିକଙ୍କର ବିୟୋଗରେ ଆଜି ତାଙ୍କ ବାସଭବନ ଠାରେ ଖରସ୍ରୋତା ପୁସ୍ତକ ମେଳା…
