ଯାଜପୁର ଜିଲ୍ଲା ରେ ପୋଷଣ ପଖାଵଡା ପାଳନ
ଆଜି ଯାଜପୁର ଜିଲ୍ଲା ରେ ପୋଷଣ ପଖାଵଡା ପାଳନ ଯାଜପୁର ଜିଲ୍ଲାପାଳ ଙ୍କ କାର୍ଯାଳୟ ସମୁଖରୁ ଏକ ସାଇକେଲ ଓ ପଦଯାତ୍ରା ଅନୁଷ୍ଠିତ ହେଇଥିଲା ଶୋଭାଯାତ୍ରାକୁ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ. ସମାଜମାଙ୍ଗଳ ଅଧିକାରିଣୀ ସବୁଯପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଶୋଭାଯାତ୍ରା…
