କୁଟୁରାଚୁଆଁ କନିଷ୍ଠ କଲେଜ ରେ ଗଙ୍ଗାଧର ଜୟନ୍ତୀ ପାଳିତ
କୁଟୁରାଚୁଆଁ କନିଷ୍ଠ କଲେଜ ରେ ଗଙ୍ଗାଧର ଜୟନ୍ତୀ ପାଳିତ କୁଚିଣ୍ଡା ୧୪/୮ – କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜ ରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ ଙ୍କ ଅଧ୍ୟକ୍ଷତା ରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ହୋଇଯାଇଅଛି।…
