Spread the love

କଟକରେ ଖୋଲିଲା ସୁନା ଗହଣା ଏବଂ ଡାଇମଣ୍ଡ ସୋ ରୁମ
ଅଗ୍ରୱାଲ ଗୋଲଡ଼ ଏଣ୍ଡ ଡାଇମଣ୍ଡ

ସୁନା ଗହଣା ଏବଂ ଡାଇମଣ୍ଡ କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି ଅଗ୍ରୱାଲ ଗୋଲଡ଼ ଏଣ୍ଡ ଡାଇମଣ୍ଡ। ଏହି ପରିପ୍ରେକ୍ଷୀରେ କଟକ କ୍ୟାଣ୍ଟେନମେଣ୍ଟ ରୋଡ଼ର ମାତାମଠ ଠାରେ କମ୍ପାନୀର ଏକ ନୂତନ ଆଉଟଲେଟ ଷ୍ଟୋର ର ଉଦଘାଟନ ହୋଇଛି। ବିଶିଷ୍ଟ ସମାଜସେବୀ ଗଣେଶ କଣ୍ଡୋଇ ଏହି ଷ୍ଟୋରକୁ ଉଦଘାଟନ କରିଥିଲେ। ତେବେ ଏହି କମ୍ପାନୀର ସୁନା ଗହଣା ସହ ଡାଇମଣ୍ଡ ର ମାନ ଏବଂ ଗୁଣବତ୍ତା ସର୍ବତ୍ତମ ରହିଛି। ଏହି ଷ୍ଟୋରରେ ଡାଇମଣ୍ଡ ଏବଂ ସୁନା କୁ ଭଲ ଭାବେ ପରୀକ୍ଷା କରି ନେଇପାରିବେ ଗ୍ରାହକ। ଏଥିସହିତ ଅଳଙ୍କାର ଉପରେ ମେକିଙ୍ଗ ଚାର୍ଜ ଉପରେ ଆକର୍ଷଣୀୟ ରିହାତିର ବ୍ୟବସ୍ତା ରହିଛି। ସୁନା ଓ ହୀରା ଅଳଙ୍କାରର ନିର୍ଦ୍ଦିଷ୍ଟ କ୍ରୟ ଉପରେ ସ୍ପେଶାଲ ରିହାତିର ମଧ୍ୟ ସୁବିଧା ଉପଲବ୍ଧ ରହିଛି। ସେହିପରି ସୁନା ଓ ହୀରା ଗହଣା ବ୍ୟବସାୟ କ୍ଷେତ୍ରରେ ପୂର୍ବରୁ ଅଗ୍ରୱାଲ ଏଣ୍ଡ ସନ୍ସ ଗ୍ରାହକଙ୍କ ବିଶ୍ୱାସ ଜିତିଥିବାବେଳେ ଏବେ ରୌପ୍ୟ ନଗରୀ ରେ ଏହାର ଆଦୃତ ବୃଦ୍ଧି ପାଇବା ପାଇଁ ଆଶା ରଖିଛନ୍ତି ପଦାଧିକାରୀ। ଏଥିସହିତ ଅକ୍ଷୀ ତୃତୀୟା ପାଇଁ ମଧ୍ୟ ବିଶେଷ ଡ଼ିସକାଉଣ୍ଟ ଏବଂ ଆକର୍ଷଣୀୟ ଉପହାର ମଧ୍ୟ ଉପଲବ୍ଧ ରହିଛି। ତେବେ ରୌପ୍ୟ ନଗରୀ କଟକରେ ଅନେକ ଅଳଙ୍କାର ଷ୍ଟୋର ରହିଥିବା ବେଳେ ଅଗ୍ରୱାଲ ଏଣ୍ଡ ସନ୍ସ ଗ୍ରାହକ ମାନଙ୍କ ପ୍ରଥମ ପସନ୍ଦ ହେବ ବୋଲି ଏହାର ପ୍ରୋପାଇଟର କହିଛନ୍ତି।
ଉଦଘାଟନ କାର୍ଯ୍ୟକ୍ରମ ରେ ଷ୍ଟୋରର ନିର୍ଦ୍ଦେଶକ, ପରିଚାଳନା ନିର୍ଦ୍ଦେଶକ, ପ୍ରତିଷ୍ଠାତାଙ୍କ ସହ ଅଗ୍ରୱାଲ ପରିବାର ସାମିଲ ହୋଇଥିଲl,

Leave a Reply

Your email address will not be published. Required fields are marked *