Spread the love

ଜାଗର ପାଇଁ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଜମୁଛି


ଆଜି ଜାଗର ପାଇଁ ଢେ଼ଙ୍କାନାଳର ବିଭିନ୍ନ ସହର ଓ ଗ୍ରାମାଞ୍ଚଳର ମନ୍ଦିର ମାନଙ୍କରେ ନିଷ୍ଠାର ସହିତ ଉପବାସ କରି ରହି ସନ୍ଧ୍ୟା ସମୟରେ ମନ୍ଦିର ସାମ୍ନାରେ ବସି ଦୀପ ଜାଳୁଛନ୍ତି। ରାତି ସାରା ଉଜାଗର ରହି ମହା ଦୀପ ଦର୍ଶନ କରିବା ସହିତ ବ୍ରତ ଭାଙ୍ଗିଥାନ୍ତି ।

Leave a Reply

Your email address will not be published. Required fields are marked *