Spread the love

ଜାଜପୁର ଜିଲ୍ଲା ଅନ୍ତର୍ଗତ ଗରଗାଲି ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ରେ , ଗାନ୍ଧି ଜୟନ୍ତି ଉତ୍ସବ ଓ ଆଇନ ସଚେତନତା କାର୍ଯକ୍ରମ I ତା.02.10.2026 ରିଖ ପୂର୍ବାହ୍ନ 10 ଘଟିକା ସମୟରେ ଜIଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ ର ଗରଗାଲି ଠାରେ ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ରେ ଗାନ୍ଧୀ ଜୟନ୍ତି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଜାଇଛି I ଉକ୍ତ ସମIରୋହ ରେସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପରିଚାଳନା କମିଟି ର ବୀରବର ପାତ୍ର, ବିଚିତ୍ର ଜେନା, ବନିତା ସ୍ୱାଇଁ ଗୁରୁମା, ସୁନିଲ ଗୁରୁଜୀ ସହ ସମସ୍ତ ଗୁରୂମା ଏବଂ ଛାତ୍ର ଛାତ୍ରୀ ଙ୍କ ସହ ବିଶ୍ଵ ଭ୍ରାତୃତ୍ତ୍ଵ ଦିବ୍ୟାତ୍ମା ପରିଷଦ ର ସଭାପତି ନିମାଇଁ ଚରଣ ଦାଶ, ଓଡିଶା ଲିଗାଲ ଏଡ୍ କାଉନସିଲ ର ପ୍ରତି ଷ୍ଠIତା ତଥା ଓଡ଼ିଶା ହାଇ କୋର୍ଟ ର ଆଡଭୋକେଟ ଦେବେନ୍ଦ୍ର ପଟ୍ଟନାୟକ ମହୋଦୟ ଅତିଥି ରୂପେ ଯୋଗ ଦେଇଥିଲେ I. ଅତିଥି ଶ୍ରୀ ପଟ୍ଟନାୟକ ବ୍ୟକ୍ତବ୍ୟରେ ଗାନ୍ଧୀଜୀଙ୍କ ଆଦର୍ଶ , ତଥା ଦେଶ ଓ ଜାତି ଗଠନ ରେ ତାଙ୍କର ବଳିଦାନ, ତ୍ୟାଗ, ସ୍ୱାଧିନତା ଆଣିବାରେ ମୁଖ୍ୟ ଭୁମିକା ନେଇଥିଲା I ସେ ଥିଲେ ଜାତିର ଜନକ I ଏହାସହିତ ଭାରତ ସମ୍ବିଧାନର ବ୍ୟବହାର ଓ ଆଇନ ଭIବେ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ I ମୁଖ୍ୟ ଅତିଥି ଶ୍ରୀ ନିମାଇଁ ଚାରଣ ଦାଶ ଅଭିଭIଷଣ ରେ ଗୁରୁ, ମାତI ପିତା ଙ୍କ ପାଇଁ ଶିଶୁ ମାନଙ୍କ ଭୁମିକା ବିଷୟ ଆଲୋଚନା କରିଥିଲେ I ଅନୁଷ୍ଠI ନ ର ସଦସ୍ୟ ଦୁର୍ଗା ବିଶ୍ୱIଳ ଶିଶୁ ମାନ ଙ୍କ ର ମIତୃତ୍ୱ ବୋଧ ଉପରେ ଆଲୋକପାତ କରି ସେମାନଙ୍କ ର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଂକ ମାଧ୍ୟରେ କୌଶଲ୍ୟା ରାଉତ, ଅନୁସୟI , ଶୁଭସ୍ମିତା ମହାପାତ୍ର , ପୁଷ୍ପାଞ୍ଜଳି ଦ୍ୱିବେଦୀ, ସୁଲୋଚନା ନାୟକ, ଅମ୍ବିକା ଦIଶ ପ୍ରମୁଖ ଗୁରୁମା ମାନେ ଉପସ୍ଥିତ ଥିଲେ I ଶେଷରେ ରଶ୍ମିପ୍ରଭା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *