Spread the love

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପଣା ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ପଣା ସଂକ୍ରାନ୍ତି ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର, ତୁଳସୀ ହାର ବଲ୍ଲଭ ଭୋଗ ଲାଗି କରାଯାଇଥିଲା। 10 ସମୟରେ ଖେଚେଡ଼ି ଭୋଗ ମଧ୍ୟାହ୍ନ ରେ ଅନ୍ନ ଧୂପ ଓ ପଣା ଲାଗି କରାଯାଇଥିଲା । ସନ୍ଧ୍ୟା ବେଳକୁ ଆଳତି ଓ ରାତ୍ରୀରେ ରାତ୍ରୀ ରାତ୍ରଧୂପ ଓ ପହଡ଼ ପଡ଼ିବ। ପୂଜକ ମନସୁମନ ମିଶ୍ର ପାଳିଆ ସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ପଣା ସଂକ୍ରାନ୍ତି ପର୍ବ ନିତୀ ସମ୍ପନ୍ନ କରାଯାଇଥିଲା

Leave a Reply

Your email address will not be published. Required fields are marked *