Spread the love

ଧୁମ୍ ଧାମରେ ପାଳନ କଲେ ଡକ୍ଟର ବି.ଆର ଆମ୍ବେଦକର ଜୟନ୍ତୀ, ସନ୍ୟାସୀ କୁଣ୍ଡାମାଲ୍, ଜୁନାଗଡ଼,କଳାହାଣ୍ଡି*ବର୍ତମାନ କୋଣ ଅନୁକୋଣରେ ବି.ଆର ଆମ୍ବେଦକର ଜୟନ୍ତି ପାଲନ କରାଯାଉଥିବା ବେଲେ ଆଜି ମଧ୍ୟ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ୍ ଠାରେ ଧୁମ୍ ଧାମରେ ପାଳନ କରାଯାଇଥିଲା.ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ କୁଣ୍ଡାମାଲ୍ ସରପଞ୍ଚ ଶ୍ରିମତି ରସ୍ମିତା ନାଏକ , ମୁଖ୍ୟ ବକ୍ତା ଭାବେ ଯୋଗେଶ୍ଵର ସାଗର ସମେତ ଦିଗାମ୍ବର ଦୁରିଆ,ରମଣି ଦୁରିଆ, ମହେଶ୍ୱର ପଲକା, ଧନଞ୍ଜୟ ଦିପ୍, ଶତ୍ରୁଘ୍ନ ନାଏକ,ରାଜାରାମ ଡଙ୍ଗରି,ସିବ କର,ଚମ୍ପେଶ୍ବର ନିଆଲ ସମେତ ଯୋଗେଶ୍ଵର ସାଗର ମଞ୍ଚରେ ଉପସ୍ଥିତ ରହିଥିଲେ.ସର୍ବ ପ୍ରଥମେ ସପଥ ପାଠ କରି ଓ ଦିପ ପ୍ରଜଲନ କରି ସମସ୍ତେ ନିଜେ ନିଜର ଅଭିଭାଷଣ ପରିପ୍ରକାଶ କରିଥିଲେ.ଶେଷରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଖାତା ପତ୍ର ପ୍ରଦାନ କରିବା ସହିତ ମୁନା ନାଏକଙ୍କ ଗିତରେ ଲୋକମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ.ଏହି କାର୍ଯ୍ୟ କ୍ରମକୁ ମଞ୍ଚାସିନ କରିଥିଲେ ପଲ୍ଲବି ସାଗର ଓ ତାଙ୍କର ସାଙ୍ଗସାଥି ଓ ବିଶେଷ ଭାବେ ବି ଆର୍ ଆମ୍ବେଦକର ପ୍ରେମି ଭଗବାନ ସାଗର,ଶଷି ସାଗର, ସମେତ ବହୁତ ୟଙ୍ଗ ମାସ୍ ସହଯୋଗ କରିଥିଲେ ଓ ସମସ୍ତଙ୍କୁ ସବା ଶେଷରେ ଧନ୍ୟବାଦ ଜଣାଇଥିଲେ ଚମ୍ପେଶ୍ବର ନିଆଲ.କଲାହାଣ୍ଡି ଜୁନାଗଡ ରୁ ବାଲେଶ୍ବର ସୁନାମୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *