Spread the love

(ନାଉଗାଁ ଠାରେ ଓୟୁଜେ ର କାର୍ଯ୍ୟକାରିଣୀ ବୈଠକ ,ଓ ପରିଚୟ ପତ୍ର ପ୍ରଦାନ,)–

ଜଗତସିଂହପୁର
ତା =26/6/23

ଜଗତସିଂହପୁର ଜ଼ିଲ୍ଲା ନାଉଗାଁ ଠାରେ ଓଡିଶା ସାମ୍ବାଦିକ ୟୁନିୟନ ର ନାଉଗାଁ ବ୍ଲକ କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାପତି ବୈଷ୍ଣବ ରାଉଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ,ଏଥିରେ ସାମ୍ବାଦିକ ମାନଙ୍କ ସୁରକ୍ଷ୍ୟା ,ପେନଶନ,ଇନ୍ସୁରାନ୍ସ ,ଆଦି ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ଓୟୁଜେ ନାଉଗାଁ ଶାଖାର ସମସ୍ତ ସାମ୍ବାଦିକ ମାନଂକୁ ସେମାନଂକର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା | ଏଥିରେ ଓଡିଶା ସାମ୍ବାଦିକ ୟୁନିୟନ ର ଜ଼ିଲ୍ଲା ସଭାପତି ଶୁଭଙ୍କର ଜେନା, ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା ,ସଂଗଠନ ସମ୍ପାଦକ ପ୍ରତାପ କୁମାର ସିଂ ,ଜ଼ିଲ୍ଲା ଉପଦେଷ୍ଟା ପ୍ରଭାତ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ,| ଏଥିରେ ନାଉଗାଁ ବ୍ଲକ ର ସମସ୍ତ ସାମ୍ବାଦିକ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *