Spread the love

ପୈାରପାଳିକା ପକ୍ଷରୁ ଡେଙ୍ଗୁ ପାଇଁ ସଚେତନତା

ଢେଙ୍କାନାଳ ୨୨/୮: ଢେଙ୍କାନାଳ ପୈାରପାଳିକା ପକ୍ଷରୁ ଡେଙ୍ଗୁ ପ୍ରତିରୋଧ କରିବା ପାଇଁ ଢେଙ୍କାନାଳ ସହରର ବିଭିନ୍ନ ୱଡ ୱଡ ବୁଲି ମଶା ଧୂଆଁ ଛଡ଼ା ଯାଇଥିଲା। ଏହି କାର୍ଯ୍ୟକ୍ରମ ପୈରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ବାବଧାନରେ ହୋଇଥିବା ବେଳେ ପୈାରପାଳିକାର ସଫେଇ କର୍ମଚାରୀମାନେ ସହରର ଗଳିକନ୍ଧି ବୁଲିବୁଲି ମଶା ଧୂଆଁ ଛାଡିଥିଲେ।

Leave a Reply

Your email address will not be published. Required fields are marked *