Spread the love

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୁଷ୍ଣପୁରୁ ଜଣେ ୭୬ ବୟସ ରେ ଜଣେ ବୃଦ୍ଧ ମୁଣ୍ଡ ଗୁଞ୍ଜିଛନ୍ତି ମାର୍କେଟ କମ୍ପ୍ଲେକ୍ସ ବାରଣ୍ଡାରେ ।
ନିଜ ଗାଁ ମାଟି ଛାଡ଼ି ଦୀର୍ଘ ଚାରି କିଲୋମିଟର ବଡ଼ନଇଁ ଗାଁ ହାଟ ତୋଟା ନିକଟରେ ଆଠ ବର୍ଷରୁ ଉର୍ଦ୍ଧ୍ୱ ହେବ ମାର୍କେଟ କମ୍ପ୍ଲେକ୍ସ ବାରଣ୍ଡାରେ ଶୋଇ ଦିନ କାଟୁଥିବା ବେଳେ ଅଚାନକ ଆମ କେନ୍ଦୁଝର ଜିଲ୍ଲା ପ୍ରତିନିଧି ରତି ରଞ୍ଜନ ବାରିକ୍ ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କର ପାଖକୁ ଯାଇ ତାଙ୍କୁ ପଚାରିବାରୁ ସେ ବୃଦ୍ଧ ଜଣଙ୍କ ଏକଥା କହିଥିଲେ ଯେ ମୁଁ ମୋର ଘରୁ ଦୀର୍ଘ ବର୍ଷ ହେବ ବାହାରେ ଅଛି। ମୁଁ ଘର ଛାଡ଼ି ବାହାରେ ଅଛି ବୋଲି କହିଥିଲେ । ବୃଦ୍ଧଙ୍କ କଥା ଓ ଦୁଃଖ କେବେ ପ୍ରଶାସନ ବୁଝିବେ ଓ ତାଙ୍କ କଥା ଶୁଣୁଛନ୍ତି ଦେଖିବାକୁ ବାକି ରହିଲା ।

କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଓ ପ୍ରଶାନ୍ତ ପ୍ରଧାନ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *