ହ୍ୟୁମାନ ଶ୍ରୀୟା ବିବାଦର ସମାଧାନ ସୂଚନା
ମନୋମାଳିନ୍ୟର ଅନ୍ତ, ସ୍ୱାମୀ ସ୍ତ୍ରୀଙ୍କ କଳି ତୁଟିଲା।
ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି କହିଲେ ହ୍ୟୁମାନ।
ଏଣିକି ସେମାନେ ଏକାଠି ରହିବେ କହିଲେ ହ୍ୟୁମାନଙ୍କ ମାଆ ।