ଭୂବନେଶ୍ୱର, ୨୪/୦୧ : କମର୍ଦ୍ଦା ବାରମାଇଲରେ ଅବକାରୀ ବିଭାଗ ଚଢ଼ାଉ କରିବା ସହ ସେଠାରୁ ୭୨ ଗ୍ରାମ ହେରୋଇନ ଜବତ କରିଛି । ଜବତ ହୋଇଥିବା ହେରୋଇନର ଆନୁମାନିକ ମୂଲ୍ୟ ୭ଲକ୍ଷ ୨୦ହଜାର ବୋଲି ଜଣାପଡ଼ିଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।