Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଗ୍ନିକାଣ୍ଡରେ ୩ ଏକର ଜମିର ଧାନ ଜଳିଗଲା 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୨୧/୦୨/୨୦୨୧)-: ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଗୌଡ଼ ସାହିର ଧନୁ ପରିଡା ନାମକ ଜଣେ ଚାଷୀଙ୍କର ପାଖାପାଖି ୩ ଏକର ଚାଷଜମିର ଧାନ ଜଳିଯାଇଛି।ସମସ୍ତ ଧାନ ତାଙ୍କ ନିଜ ଖଳାରେ ରଖିଥିବା ବେଳେ କୌଣସି କାରଣରୁ ଅଗ୍ନି ସଂଯୋଗ ହୋଇ ଧନଗଦା ଜଳିଯାଇଥିଲା। ନିକଟରେ ୨ ଜଣ ଯୁବକଙ୍କ ଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ବିଳମ୍ବରେ ଦମକଳ ପହଞ୍ଚିଥିଲା ।

You missed