Spread the love

ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପୀଠ ରେ ଶାରଦୀୟ ନବରାତ୍ରୀ ପୂଜା ର ଷଷ୍ଠ ଦିବସ ରେ ମା କାତ୍ୟାୟନି ବେଶ

ଢ଼େଙ୍କାନାଳ: ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପୀଠ ରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ ହାର ,ବିଭିନ୍ନ ପ୍ରକାରର ଭୋଗ ଲାଗି ହେବ। ମଧ୍ୟାହ୍ନ ସମୟ ରେ ମହାସ୍ନାନ କରାଯାଇ ଷଷ୍ଠ ଦିବସ ରେ ମା କାତ୍ୟାୟନି ବେଶ ଅନୁଷ୍ଠିତ ହୋଇଥିଲା। ଷୋଳସ ଉପଚାର ରେ ପୂଜା କରା ଯାଇ ୧୦୦୮ ବେଲ ପତ୍ର ଲାଗି ହୋଇଥିଲା। ବିଭିନ୍ନ ପ୍ରକାର ଭୋଗ ଲାଗି ହୋଇଥିଲା। ମଣ୍ଡଳ ପୂଜା, କଳସ ପୂଜା, ସପ୍ତଚଣ୍ଡୀ ପାଠ, ସପ୍ତ ଚଣ୍ଡୀ ରେ ଆହୁତି, ସଂନ୍ଧ୍ୟା ବେଳେ ଆଳତୀ ପରେ ପହଡ଼ ପଡ଼ିବ।ପୂଜକ ଲିଙ୍ଗରାଜ ପତି ଶର୍ମା, ମନ୍ଦିର ପୂଜକ ଆପୁଲ ରଣା, କମିଟି ର ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତି ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥିଲା

Leave a Reply

Your email address will not be published. Required fields are marked *

You missed