Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନୂତନ ହରିହର ମନ୍ଦିରରେ ବିଗ୍ରହ ସ୍ଥାପନ ଓ ପ୍ରତିଷ୍ଠା ଉତ୍ସବ ପାଳନ 

 

ଜେ ବି ଏନ, ୨୨/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ରେ ନିର୍ମିତ ହୋଇଥିବା ନୂତନ ହରିହର ମନ୍ଦିରରେ ବିଗ୍ରହ ସ୍ଥାପନ ଓ ପ୍ରତିଷ୍ଠା ଉତ୍ସବ ଆଜି ପାଳିତ ହୋଇଯାଇଛି।

 

ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଳକ୍ ରେ ନିର୍ମିତ ହୋଇଥିବା ନୂତନ ହରିହର ମନ୍ଦିରର ବିଗ୍ରହ ସ୍ଥାପନ ଓ ପ୍ରତିଷ୍ଠା ଉତ୍ସବ ଆଜି ବ୍ଳକ୍ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ଙ୍କ ପୈ।ରହିତ୍ୟରେ ପାଳିତ ହୋଇଯାଇଛି।

ଏହି ପ୍ରତିଷ୍ଠା ଉତ୍ସବରେ ବିଡ଼ିଓ, ବିଧାୟିକା, ସାଂସଦ,ଏନ୍ଏସି ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଓ ଗୌରବମୟ କରିଥିଲେ। ପ୍ରଭୁ ଶ୍ରୀ ହରିହର ଙ୍କ ବିଗ୍ରହ ସ୍ଥାପନ ଓ ନାମ ସଂକୀର୍ତ୍ତନ ଭଳି ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହୋଇଥିଲା ଯାହାକି ଲୋକମାନେ ଅତି ଆନନ୍ଦ ଓ ଉତ୍ସାହର ସହ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ପରିଶେଷରେ ପ୍ରସାଦ ସେବନ ଗ୍ରହଣ କରାଯାଇଥିଲା।

You missed