Spread the love

ପାରାଦୀପ: ଜଗତ୍ସିଂହପୁର ଜିଲ୍ଲା ପାରାଦୀପ ସମୁଦ୍ରରେ ଛାୟା ସମରାଭ୍ଯାସ ଆରମ୍ଭ ହୋଇଛି। ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଚାଲିଛି ଦିନିକିଆ ସମରାଭ୍ଯାସ। ଜଳପଥରେ ଅନୁପ୍ରବେଶ ରୋକିବା ଏହାର ଲକ୍ଷ୍ୟ।

Leave a Reply

Your email address will not be published. Required fields are marked *