Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରକଲା ଗ୍ରାମରେ କୁଣ୍ଡେଶ୍ଵର ସଂଙ୍କ୍ରିତନ ମଣ୍ଡଳୀର ପୂର୍ବତନ ସଭାପତି ଶରତ ଚନ୍ଦ୍ର ମହାପାତ୍ରଙ୍କର ଧର୍ମପତ୍ନୀ କୁନିମହାପାତ୍ର ଙ୍କର ଏକା ଦଶାହ ଅନୁଷ୍ଠିତ

ଜେ ବି ଏନ, ୦୭/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡା ପଂଚାୟତ ରକଲା ଗ୍ରାମରେ କୁଣ୍ଡେଶ୍ଵର ସଂକ୍ରିତନ ମଣ୍ଡଳୀର ପୂର୍ବତନ ସଭାପତି ଶରତ ଚନ୍ଦ୍ର ମହାପାତ୍ର ଙ୍କର ଧର୍ମପତ୍ନୀ କୁନି ମହାପାତ୍ର ଙ୍କର ଆଜି ଏକାଦଶାହ କାର୍ଯ୍ୟକ୍ରମ ଭଲ ଭାବରେ ଅନୁଷ୍ଠିତ ହୋଇଯାଇଛି !ରକଲା ଗ୍ରାମର କୁନି ମହାପାତ୍ର ଥିଲେ ଜଣେ ଧର୍ମ ପରାୟଣ ମହିଳା ବା ସ୍ନେହୀ ମହିଳା !ତାଙ୍କର ବିୟୋଗରେ ରକଲା ଗ୍ରାମର ସମସ୍ତେ ଝୁରୁଛନ୍ତି !