Spread the love

ଅକ୍ଷୟ ତୃତୀୟା ଉପଲକ୍ଷେ ସଫଳ ଅଣ ଧାନ ଚାଷୀ ଙ୍କୁ ସମ୍ବର୍ଦ୍ଧନା

———————————-
ଆୟୋଜିତ ଜିଲ୍ଲା ସ୍ତରୀୟ
ଅକ୍ଷୟ ତୃତୀୟା ଉତ୍ସବରେ ଅଖି ମୁଠି ଅନୁକୂଳ କଲେ
ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ମାନିନୀ ଭୋଇ, କ୍ରୁଷି ଉଦ୍ୟୋଗୀ ସମ୍ବିତ୍ ଆଚାର୍ଯ୍ୟ, ବରଗଡ଼ ବ୍ଲକ ଅଧ୍ଯକ୍ଷ ଉମେଶ ପଣ୍ଡା, ଜିଲ୍ଲା ମୁଖ୍ଯ କ୍ରୁଷି ଅଧିକାରୀ ବରଗଡ଼, ଜିଲ୍ଲା ମୁଖ୍ଯ ଉଦ୍ଯାନ ଅଧିକାରୀ ବରଗଡ଼, ମୁଖ୍ଯ ଉନ୍ନୟନ ତଥା କାର୍ୟ୍ଯ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବରଗଡ଼ ଓ ଜିଲ୍ଲା ପ୍ରକଲ୍ପ ନିର୍ଦ୍ଦେଶକ ଆତ୍ମା ବରଗଡ଼,।
ବରଗଡ଼ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ବରଗଡ଼ ବ୍ଲକ ଗାଏସିମା ଗ୍ରାମରେ ଅନୁଷ୍ଠିତ ହୋଇଛି।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ମାନିନୀ ଭୋଇ , ଜିଲ୍ଲା କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇ ଜିଲ୍ଲାର ଚାଷୀଙ୍କ ମୁହଁ ରେ ହସ ଫୁଟିବ ବୋଲି କହିଥିଲେ ଓ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲୁଦୁପାଲି ଗ୍ରାମର ଜୈବିକ ଚାଷୀ ଶ୍ରୀ ଦୁଷ୍ମନ୍ତ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରି ସଫଳ ଅଣ ଧାନ ଚାଷୀ ହିସାବରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ।
ବରଗଡ଼ ଜିଲ୍ଲା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ଯୁଜ

Leave a Reply

Your email address will not be published. Required fields are marked *