Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସହ ଦୁଇଟି ପାଳଗଦା ପୋଡି ନଷ୍ଟ 

 

ଜେ ବି ଏନ, ୧୧/୦୩ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର: ବିଂଝାରପୁର ବ୍ଳକ ମାଧପୁର ଗାଁ ରେ ଅଗ୍ନିକାଣ୍ଡ।ନିଆଁ ଲାଗି ଗଣେଶ ପଣ୍ଡା ଙ୍କ ୩ ବଖରା ଘର ସହ ୨ଟି ପାଳଗଦା ନଷ୍ଟ ହୋଇଛି । ଘରେ ଥିବା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଆସବାପତ୍ର ପୋଡ଼ି ଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଆୟତ୍ତ କରାଯାଇଛି ।