Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ : କପିଳାସ 

ଜେ ବି ଏନ, ୧୧/୦୩ /୨୦୨୧, (ସୁଶାନ୍ତ କୁମାର ସାମଲ/ଶୁଭମ ପାଣି) ଢେଙ୍କାନାଳ : ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ମହାଶିବରାତ୍ରି ଉପଲକ୍ଷେ ସହର ଓ କପିଳାସ ପିଠରେ ଯଥାକ୍ରମେ ତୀର୍ଥଯାତ୍ରୀ ବିଶ୍ରାମାଗାର, ପରିସ୍ରାଗାର (ଉଭୟ ମହିଳା ଓ ପୁରୁଷ) ଆଲୋକ କରଣ ପଦଧୌତ କାର୍ଯ୍ୟକ୍ରମ, ପାନୀୟ ଜଳ ପ୍ରକଳ୍ପ ଇତ୍ୟାଦି ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ, ଢେଙ୍କାନାଳ ତହସିଲଦାର ଲକ୍ଷ୍ମୀଧର ବାବୁ, ଜିଲ୍ଲା ବନ ଅଧିକାରୀ ପ୍ରକାଶ ଚନ୍ଦ୍ର ଗୋପିନାନୀ PDDRDA ନରୋତ୍ତମ ବେହେରା, ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବିଧାୟକ ସୁଧୀର କୁମାର ସାମଲ, ସାଂସଦ ମହେଶ ସାହୁ ଉପସ୍ଥିତ ଏଥିରେ ବିଧାୟକ ସୁଧୀର କୁମାର ସାମଲ ମତ ଦିଅନ୍ତି ଯେ, ସମସ୍ତେ କୋଭିଡ ନିୟମ ମାନି କପିଳାସ ରେ ଯୋଗ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀ ଙ୍କ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟ କାରୀ କରିଅଛନ୍ତି। ଏକ କୋଟି ଟଙ୍କା ର ପ୍ରକଳ୍ପ ପ୍ରଥମ ପର୍ଯ୍ୟୟରେ ପ୍ରଦାନ କରାଯାଇଅଛି।