Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଜାଣତରେ ଖୋଲା କୂଅରେ ପଡି ବୃଦ୍ଧ ମୃତ 

 

 

ଜେ ବି ଏନ, ୦୪/୦୪ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଦୁଦୁରକୋଟ ବେଲଗାଡିଆ ଗ୍ରାମର ବରିଷ୍ଠ ପାଇକ ଗୁରୁ,ସଂକୀର୍ତ୍ତନ ଗୁରୁ ଗାୟକ ରବି ନାରାୟଣ ସାମଲ(୭୫)ଗତ କାଲି ରାତିରେ କଲଣ୍ଡା ଗ୍ରାମରେ ହୋଇଥିବା ଅଷ୍ଟ ପ୍ରହର ନାମଜଜ୍ଞ ରେ ଯୋଗଦେଇ ପରିଶ୍ରା କରିବାକୁ ଯାଇ ଏକ ଖୋଲା କୂପରେ ଗଳି ପଡିବାରୁ ଆଜି ସକାଳେ ତାଙ୍କ ମୃତ ଶରୀର ଉଦ୍ଧାର କରି ବେଲଗାଡିଆ ଗ୍ରାମ କୁ ଆଣି ଗ୍ରାମ ଶ୍ମଶାନ ରେ ଶେଷକ୍ରୁତ୍ୟ ସମ୍ପନ୍ନ ହୋଇଛି।ଆଖ ପାଖ ଅଂଚଳ ରୁ ବହୁ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ।