{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

-ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅଧୀନରେ ଶ୍ରେଷ୍ଠ ୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମନୋନୀତ ହୋଇ ଇସ୍ରୋ ପରିଦର୍ଶନ କଲେ

ଅନୁଗୋଳର ପ୍ରୀତିକା ଓ ସୌମ୍ୟଙ୍କୁ ଇସ୍ରୋ ପରିଦର୍ଶନ ସୁଯୋଗ

ଢେଙ୍କାନାଳ, ୦୧/୦୭/୨୦୨୫: ତାଳଚେରର ଡିଏଭି ପବ୍ଲିକ୍ ସ୍କୁଲ, ଏମସିଏଲ, ଜଗନ୍ନାଥ ଏରିଆର ପ୍ରୀତିକା ପ୍ରିୟଦର୍ଶିନୀ ଏବଂ ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ପଞ୍ଚଗଡ଼ ବିଜୟ କୁମାର (ପିବିକେ) ସରକାରୀ ହାଇସ୍କୁଲର ସୌମ୍ୟ ରଞ୍ଜନ ସାହୁ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଭ୍ରମଣ କରିଛନ୍ତି। ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ (ଇଷ୍ଟ୍ରାକ) ଏବଂ ୟୁ ଆର ରାଓ ସାଟେଲାଇଟ୍ ସେଣ୍ଟର (ୟୁଆରଏସସି) ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟୁ) ୨୦୨୪ କାର୍ଯ୍ୟକ୍ରମରେ ରାଜ୍ୟର ଶ୍ରେଷ୍ଠ ୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଦୁଇ ଛାତ୍ରଛାତ୍ରୀ ମଧ୍ୟ ମନୋନୀତ ହୋଇ ଇସ୍ରୋ ପରିଭ୍ରମଣ କରିବାର ସୁଯୋଗ ପାଇଥିଲେ।ଓଡ଼ିଶା ଡ଼ିଶା ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ବିଭାଗ ଉପ ସଚିବ ଏବଂ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ନିର୍ଦ୍ଦେଶକ ଶ୍ରୀମତୀ ଉର୍ମିପ୍ରଭା ମହାରଣା ଏବଂ ଟାଟା ଷ୍ଟିଲର ଅଧ ୨୪ରେ ଭୁବନେଶ୍ବରରୁ ବେଙ୍ଗାଲୁରୁ ଯାତ୍ରା କରିଥିଲେ। ୨୦୨୫ ମେ’ ୮ରେ ପରିଭ୍ରମଣ ସାରି ଫେରିଆସିଥିଲେ। ଅଧୂକାରୀଙ୍କ ସହିତ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ୨୦୨୫ ସେ इत’ १४ତାଳଚେରର ଆଲୋକ କୁମାର ସାହୁ ଏବଂ ପ୍ରଭାତୀ ସାହୁଙ୍କ ଝିଅ ପ୍ରୀତିକା କହିଛନ୍ତି, “ମୂଲ୍ୟାୟନରୁ ଆରମ୍ଭ କରି ପରିଦର୍ଶନ ପର୍ଯ୍ୟନ୍ତ ସମଗ୍ର ଯାତ୍ରା ବେଶ୍ ଉତ୍ସାହଜନକ ଥିଲା। ଏଥିରୁ 21s )ରୁ ଅନେକ ଜ୍ଞାନ ଆହରଣ କରିପାରିଛୁ। ସାଟେଲାଇଟ୍ ମଡେଲ୍ ଦେଖ‌ିବା, ମହାକାଶ କେନ୍ଦ୍ର ପରିଦର୍ଶନ କରିବା ଓ ବିଶିଷ୍ଟ ବିଜ୍ଞାନିକମାନଙ୍କ ସ‌ହ ଆଲୋଚନା କରିବା ସହ ସାଉଁଣ୍ଡିଥିବା ଅଭିଜ୍ଞତା ଏହି ପରିଦର୍ଶନର ମୁଖ୍ୟ ଆକର୍ଷଣ ଥିଲା । ଏହି ପରିଦର୍ଶନ ପରେ ମହାକାଶ ବିଜ୍ଞାନ ପ୍ରତି ରହିଥ‌ିବା ମୋର ଆଗ୍ରହକୁ ଆହୁରି ବଢାଇଛି। ଏହି କ୍ଷେତ୍ରରେ ରହିଥ‌ିବା ଭବିଷ୍ୟତର ସମ୍ଭାବନା ବିଷୟରେ ମୁ ପରିଚିତ ହୋଇପାରିଲି ।”ସଟ୍ରାକ ଏବଂ ୟୁ ଆର ରାଓ ଅନୁଗୋଳ ଜିଲ୍ଲାର ସାଧୁ ଚରଣ ସାହୁ ଏବଂ ସୁଚିତ୍ରା ସାହୁଙ୍କ ପୁଅ ସୌମ୍ୟ ମଧ୍ଯ ନିଜ ଅନୁଭୂତି ବର୍ଣ୍ଣନା କରି କ‌ହିଛନ୍ତି ହିଛନ୍ତି, “ଟାଟା ଟା ଷ୍ଟିଲ ୟାଟ୍ସ କାର୍ଯ୍ୟକ୍ରମ ମାଧ୍ଯମରେ ମୁଁ ଭାରତର ପ୍ରତିଷ୍ଠିତ ସଂସ୍ଥା ଇସ୍ରୋ ପରିଦର୍ଶନ କରିବା ସୁଯୋଗ ପାଇ ଖୁସି ଅନୁଭବ କରୁଛି। ଆମେ ବେଇ ବଙ୍ଗାଲୁରୁରେ ଇସଟ୍ରାକ୍ ସାଟେଲାଇଟ୍ ସଂଟର ପରିଦର୍ଶନ କରିଥିଲୁ। ସେଠାରେ ଆମେ ଉପଗ୍ରହ କିପରି ନିର୍ମିତ ଏବଂ ଉତକ୍ଷେପଣ ପଣ କରାଯାଏ, ତାହା ଦେଖୁଲୁ ଏବଂ ବୈ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ମହାକାଶ ବିଜ୍ଞାନ ସମ୍ପର୍କରେ ଅନେକ କିଛି ଜାଣିବାର ସୁଯୋଗ ପାଇଥିଲୁ। ଆମେ ବିଶ୍ୱେଶ୍ବରାୟ ଇଣ୍ଡଷ୍ଟ୍ରିଆଲ୍ ଏବଂ ଟେକ୍ନୋଲୋଜିକାଲ୍ ମ୍ୟୁଜିୟମ୍ (ଶିଳ୍ପ ଓ ବୈଷୟିକ ସଂଗ୍ରହାଳୟ) ମଧ୍ୟ ପରିଦର୍ଶନ କରିଥିଲୁ।

ସମଗ୍ର ଯାତ୍ରା ମହାକାଶ ବିଜ୍ଞାନ ପ୍ରତି ରହିଥ‌ିବା ମୋର ଆଗ୍ରହକୁ ଅଧିକ ଗଭୀର କରିଥିଲା।” ମୋ ଜୀବା ଜୀବନର ସବୁଠାରୁ ଏକ ପ୍ରେରଣାଦାୟକ ମୂହୁର୍ତ୍ତ ଥିଲା ତଥା”ଆପଣଙ୍କ ପରବର୍ତ୍ତୀ ଭ୍ରମଣ ସ୍ଥଳୀ କ’ଣ ମହାକାଶ ହେବ?’ ବିଷୟବସ୍ତୁ ଉପରେ ଆୟୋଜିତ ଟାଟା ଷ୍ଟିକ ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣର ୧୮ତମ ସଂସ୍କରଣରେ ଓଡିଶାର ୭୧,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶ୍ରେଷ୍ଠ ୩୦ ଛାତ୍ରଛାତ୍ର ଛାତ୍ରଛାତ୍ରୀଙ୍କୁ ବେଙ୍ଗାଲୁରୁର ଇସ୍ରୋକୁ ଏକ ଶୈକ୍ଷିକ ପରିଭ୍ରମଣରେ ଥାଯାଇଥିଲା, ଯାହା ସେମାନଙ୍କୁ ମହାକାଶ ବିଜ୍ଞାନରେ ଭାରତର ଉନ୍ନତି ବିଷୟରେ ଅମୂଲ୍ୟ ଜ୍ଞାନ ପ୍ରଦାନ କରିଥିଲା।୨୦୦୭ରେ ଟାଟା ଷ୍ଟିଲ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ମିଳିତ ସ‌ହ‌ଯୋଗରେ ୟାଟୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଖ୍ୟାତ ଜ୍ୟୋତିର୍ବିଦ୍ ପଠାଣି ସାମନ୍ଧଙ୍କ ପରମ୍ପରା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରଯାଇଥିଲା। ଅଦ୍ୟାବଧୂ ୧୮ତମ ସଂସ୍କରଣକୁ ମିଶାଇ ଏହି କାର୍ଯ୍ୟକ୍ରମରେ ୪,୭୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିବା ବେଳେ ୨୩୦ ଯୁବ ପ୍ରତିଭା ଇସ୍ରୋର ପ୍ରମୁଖ କେନ୍ଦ୍ର ପରିଦର୍ଶନର ସୁଯୋଗ ପାଇଛନ୍ତି।

Leave a Reply

Your email address will not be published. Required fields are marked *