Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅନ୍ତ୍ୟେଷ୍ଟି କ୍ରିୟା ରେ ଯୋଗ ଦେଲେ ବିଧାୟକ

(ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୧୮/୦୧ /୨୦୨୧ ସୁନ୍ଦରଗଡ଼ /ରାଉରକେଲା : ଜଣେ ବୃଦ୍ଧା ମହିଳା ଙ୍କ ଅନ୍ତ୍ୟେଷ୍ଟି  ଯୋଗଦେଇ ନିଜକୁ ଜଣେ ସମାଜସେବୀ ର  ଦେଇଛନ୍ତି ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ। କିଛି ଦିନ ଧରି ଅସୁସ୍ଥ ଥିବା ତାରିଣି ମନ୍ଦିରର ଜଣେ ମାଉସୀ ଚନ୍ଦ୍ରକଳା ରାଉତ ଆଜି ଭୋର ପ୍ରାୟ ୫ଟା ବେଳେ ହାଇ  ମେଡିକାଲ   ଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ମାଉସୀ ଙ୍କ ତାରିଣୀ ମନ୍ଦିର ସ୍ଥିତ ବାସଭବନ ଠାରେ ତାଙ୍କର ଶେଷ ଦର୍ଶନ କରିବା ସହ ଅନ୍ତ୍ୟେଷ୍ଟି କ୍ରିୟାରେ  ପରିବାର ଲୋକ ସହ  ଯୋଗ  ।