Spread the love

ଅସୁସ୍ଥ ହୋଇପଡିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଗତକାଲି ରାତିରେ ସାମାନ୍ୟ ହୃଦଘାତ ଯୋଗୁଁ ସମସ୍ୟା ହୋଇପଡିଲା। ଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ବର ଏମସ ରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତରିତ କରାଯାଇଛି।

ଗତକାଲି ସେ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଭେଟିବା ପାଇଁ ବିଭିନ୍ନ ମନ୍ତ୍ରୀ ଓ ନେତା ଡାକ୍ତରଖାନାକୁ ଯାଇଥିଲେ।

ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିଥିଲେ। ହେଲେ ରାତିରୁ ତାଙ୍କର ଦେହ ଆହୁରି ଖରାପ ହେବାରୁ ଆଜି ତାଙ୍କୁ ନୂଆଦିଲ୍ଲୀ ଏମସ କୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *