Spread the love

ଆଇ ପି ଏଲ ର my ଇଲେଭେନcircle ଖେଳି
ପୁରସ୍କାର ପାଇଲେ ସୁଜିତ କୁମାର…


ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦୁଦୁର କୋଟ ପଂଚାୟତ ବେଲ ଗାଡିଆ ର ସୁଜିତ କୁମାର ସାମଲ
ipl ର my ଇଲେଭେନ ସାର୍କଲ ଚଏସ କରି ପୁରସ୍କାର ପାଇଛନ୍ତି. ବିଗତ ଗଲକାଲି ଚେନାଇଁ ଓ ଗୁଜୁରାଟ ଟାଇଟ ନ ମଧ୍ୟରେ ହୋଇଥିବା 67ତମ ମ୍ୟାଚ ପାଈଁ ବେଷ୍ଟ ଇଲେଭେନ ଚୟନ କରି ପ୍ରଥମ ସ୍ଥାନ ପାଇ10ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ସହିତ
ରିନାଲଟ ସଭ କାର ପାଇବା
ପାଈଁ ଯୋଗ୍ୟ ବିବେଚିତ ହୋଇଛନ୍ତି. କ୍ରିକେଟ ରେ ରୁଚି
ରଖିଥିବା ସୁଜିତ ଜଣେ ଭଲ ଖେଳାଳୀ. ସେ ହେଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ ବସନ୍ତ
ସାମଲ ଓ ସରସ୍ବତୀ ସାମଲ ଙ୍କ ଏକ ମାତ୍ର ସନ୍ତାନ.. ଏହି ପୁରସ୍କାର ପାଇଲା ପରେ, ଏହା ମା ବାଉତି ଙ୍କ ଆଶୀର୍ବାଦ ଓ ବାପା ମା ଦାଦା ଖୁଡି ଙ୍କ ଆଶୀର୍ବାଦ ବୋଲି କହିଛନ୍ତି. ବର୍ତ୍ତମାନ ସେ ସ୍ଥାନୀୟ ଜନତା କଲେଜ ସାତ
ମାଇଲ ରେ, ଭୂଗୋଳ ବିଭାଗରେ କାର୍ଯ୍ୟରତ..

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦୁଦୁର କୋଟ ପଂଚାୟତ ବେଲ ଗାଡିଆ ର ସୁଜିତ କୁମାର ସାମଲ ipl ର my ଇଲେଭେନ ସାର୍କଲ ଚଏସ କରି ପୁରସ୍କାର ପାଇଛନ୍ତି. ବିଗତ ଗଲକାଲି ଚେନାଇଁ ଓ ଗୁଜୁରାଟ ଟାଇଟ ନ ମଧ୍ୟରେ ହୋଇଥିବା 67ତମ ମ୍ୟାଚ ପାଈଁ ବେଷ୍ଟ ଇଲେଭେନ ଚୟନ କରି ପ୍ରଥମ ସ୍ଥାନ ପାଇ10ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ସହିତରିନାଲଟ ସଭ କାର ପାଇବାପାଈଁ ଯୋଗ୍ୟ ବିବେଚିତ ହୋଇଛନ୍ତି. କ୍ରିକେଟ ରେ ରୁଚିରଖିଥିବା ସୁଜିତ ଜଣେ ଭଲ ଖେଳାଳୀ. ସେ ହେଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ ବସନ୍ତସାମଲ ଓ ସରସ୍ବତୀ ସାମଲ ଙ୍କ ଏକ ମାତ୍ର ସନ୍ତାନ.. ଏହି ପୁରସ୍କାର ପାଇଲା ପରେ, ଏହା ମା ବାଉତି ଙ୍କ ଆଶୀର୍ବାଦ ଓ ବାପା ମା ଦାଦା ଖୁଡି ଙ୍କ ଆଶୀର୍ବାଦ ବୋଲି କହିଛନ୍ତି. ବର୍ତ୍ତମାନ ସେ ସ୍ଥାନୀୟ ଜନତା କଲେଜ ସାତମାଇଲ ରେ, ଭୂଗୋଳ ବିଭାଗରେ କାର୍ଯ୍ୟରତ..

Leave a Reply

Your email address will not be published. Required fields are marked *