Spread the love

ଆଜି ଘରେ ଘରେ ଘାଣ୍ଟ ତରକାରୀ।

ଆଜି ଘରେ ଘରେ ଘାଣ୍ଟ ତରକାରିରେ ମହକୁଛି। ଗାଁ ଠୁ ଆରମ୍ଭ କରି ସହର ସବୁଠି ଆଜି ଘାଣ୍ଟ ତରକାରୀରେ ମହକୁଛି। ବିଭିନ୍ନ ପରିବା ଓ ବିଭିନ୍ନ ପ୍ରକାରର ଫୁଟ, ମଟର, ବାଦାମ ମଞ୍ଜି ପଡ଼ି ଏହି ତରକାରି ଟି ପ୍ରସ୍ତୁତ କରାଯାଏ।

Leave a Reply

Your email address will not be published. Required fields are marked *