Spread the love

ଆଜି ଜାଗର ପାଇଁ ଢେ଼ଙ୍କାନାଳର ବିଭିନ୍ନ ଶୈବ ପୀଠରେ ଭିଡ


ଆଜି ମହା ଶିବରାତ୍ରୀ ବା ଜାଗର ପାଇଁ ଢେ଼ଙ୍କାନାଳର ବିଭିନ୍ନ ଶୈବ ପୀଠରେ ପ୍ରବଳ ଭିଡ଼ ଲାଗିଛି। ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣି ମନ୍ଦିର, ଶାସନ ଛକରେ ଥିବା ସୋମନାଥଶ୍ୱର, ଦେଉଳ ସାହି ସ୍ଥିତ ନାଗେଶ୍ଵର ମହାଦେବ ମନ୍ଦିର, ବଳରାମ ମନ୍ଦିରରେ ଥିବା ବକୁଳେଶ୍ୱର ମନ୍ଦିର ଓ ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ଭକ୍ତ ମାନେ ବେଲପତ୍ର, କ୍ଷୀର, ପୂଜା ବିଭିନ୍ନ ପ୍ରକାର ଫୁଲ ଓ ଫଳ ନେଇ ପୂଜା ଅର୍ଚ୍ଚନା କରୁଛନ୍ତି ।

Leave a Reply

Your email address will not be published. Required fields are marked *