Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସଂସ୍କୃତି ଓ ପରମ୍ପରା ରେ ବନ୍ଧା ଜିଲ୍ଲାବାସୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତଗତ ମହୁଲଖୋଳି ଗ୍ରାମ ରେ ଶ୍ରୀ ରାଧାକୃଷ୍ଣ କମିଟି ଓ ଗୋପାଳ ଭାଇ ମାନଙ୍କର ଦୃଶ୍ୟ
ଓଡ଼ିଶାରେ ପାଳିତ ହେଉଥିବା ପର୍ବମାନଙ୍କ ମଧ୍ୟରେ ଏକ ବିଶେଷ ପର୍ବ ହେଉଛି ଦୋଳପର୍ବ।

ଏଥିରେ ନାଚଗୀତର ଆୟୋଜନ ହେବା ସହିତ ଫଗୁ ଖେଳ ହୋଇଥାଏ।
ଲଉଡ଼ି ଖେଳର ଏହି ନୃତ୍ୟ ଯେପରି ଆନନ୍ଦଦାୟକ, ସେହିପରି ମନୋମୁଗ୍ଧକର। ଏହାକୁ ଲହୁଡ଼ିଖେଳ , ନଉଡ଼ି ବା ଗଉଡ଼ ନାଚ କହନ୍ତି। ଏହା ଗୋପାଳ ସଂପ୍ରଦାୟର ଏକ ଶ୍ରେଷ୍ଠ ପର୍ବ। ଏହି ସମୟରେ ଗୋପାଳ ସଂପ୍ରଦାୟ ଫଗୁ ବା ଅବିର ଦେଇ ଗୋପୂଜା ମଧ୍ୟ କରିଥାନ୍ତି। ଏହା ଓଡ଼ିଶାର ଏକ ସ୍ୱତନ୍ତ୍ର ପର୍ବ ଏବଂ ଏକ ସମୃଦ୍ଧ ପରଂପରା।