Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଆରମ୍ଭ ହୋଇଛି ଭକ୍ତ ଆଉ ଭାଗବାନଙ୍କ ସମାଗମ 

 

 

ଜେ ବି ଏନ, ୦୭/୦୧/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କଟକ ଜିଲ୍ଲା ରେ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ସରକାର ନିଷ୍ପତ୍ତି ନେବା ପରେ ଦେଖିବାକୁ ମିଳିଥିଲା ଭାବ ବିହ୍ଵଳ ଭକ୍ତ ଏବଂ ଭାଗବାନ ଙ୍କ ଏକ ସୁନ୍ଦର ମୁହୂର୍ତ୍ତ। ଏହି ମୁହୂର୍ତ୍ତ ଆମ JBN TV କ୍ୟାମେରାରେ ରେ ରେକର୍ଡ ହୋଇଛି । ବହୁ ମାସ ର ଅନ୍ତରାଳ ପରେ ଆଜି ଭକ୍ତଙ୍କ ଆଖିରେ ଲୁହ ସହ ମା କଟକ ଚଣ୍ଡୀଙ୍କ ମନ୍ଦିର ଭିତରେ

କରୋନା କଟକଣାରେ ଦର୍ଶନ କରୁଥିଲେ l କିନ୍ତୁ ସବୁ ଠାରୁ ଭାବ ବିହ୍ଵଳ ମୁହୂର୍ତ୍ତ ଥିଲା ମନ୍ଦିର ସାମ୍ନା ରାସ୍ତା ଉପରେ ଭକ୍ତଙ୍କ ଭୀଡ ଯାହାକୁ ପୁଲିସ ପ୍ରଶାସନ ବି ଅଟକାଇ ପାରୁ ନ ଥିଲେ l ଏତେ ମାସର ଅପେକ୍ଷା ଲୋକଙ୍କୁ ଅଧର୍ଯ୍ୟ କରି ପକେଇ ଥିଲା l