Spread the love

ଓଡ଼ିଶା ହାଇକୋର୍ଟର ବିଚାରପତି ଲାଗି ୨ ଜଣଙ୍କ ନାଁ ସୁପାରିସ।
ଆଡଭୋକେଟ ଶିବଶଙ୍କର ମିଶ୍ରଙ୍କ ନାଁ ସୁପାରିସ୍।
ଜୁଡିସିଆଲ ଅଫିସର ଆନନ୍ଦଚନ୍ଦ୍ର ବେହେରାଙ୍କ ନାଁ ସୁପାରିସ୍।
ସୁପ୍ରିମକୋର୍ଟର କଲେଜିଅମ୍ ୨ ଜଣଙ୍କ ନାଁ ସୁପାରିସ କରିଛନ୍ତି।

Leave a Reply

Your email address will not be published. Required fields are marked *