Spread the love

( ବାଲିକୁଦା ବ୍ଲକ ରେ ବ୍ୟାପକ ଦୃନୀତି ବିରୋଧ ରେ କଂଗ୍ରେସ ର ବ୍ଲକ ଘେରାଉ )
ଜଗତସିଂହପୁର
ତା =18/8/23
ବାଲିକୁଦା ବ୍ଲକ ସାଜିଛି ଦୃନୀତି ର ଗନ୍ତାଘର | ଶାସକ ଦଳ ନେତୃତ୍ୱରେ ବ୍ଲକ କାର୍ଯାଳୟ ରେ ବ୍ୟାପକ ପି. ସି କାରବାର | ଆବାସ ଯୋଜନାରେ ବ୍ୟାପକ ଦୃନୀତି | ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି | ବେକାରୀ ସମସ୍ୟା | ନାରୀ ନିର୍ଯାତନା | ଚାଷୀ ମରଣାନୀତି | ଟାଟା କମ୍ପାନୀ ର ଖାଉଟି ବିରୋଧି ବିଜୁଳି ନୀତି ବିରୋଧ ରେ ବାଲିକୁଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଏକ ଶୋଭାଯାତ୍ରା ରେ ବଜ଼ାର ପରିକ୍ରମା କରି ରାଜ୍ୟ ସରକାର ଏବଂ ବ୍ଲକ ପ୍ରଶାସନ ର ଜନ ବିରୋଧ ନୀତି କୁ କଟୁସମାଲୋଚନା କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିଡ଼ିଓ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *