Spread the love

ଓ ପି ଏସ ସି ଛାତ୍ରୀ ଙ୍କୁ ସ୍ୱାଗତ ସମର୍ଦ୍ଧନା!…!

ଜୁନାଗଡ଼!…!ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଧିଆମାଲ ପଞ୍ଚାୟତ ର ଖଲିଆପାଳି ଗ୍ରାମର ଶ୍ରୀ ସେନାପତି ବାଗ ଓ ପତ୍ନୀ ମଞ୍ଜୁଲତା ବାଗ ଙ୍କ ଝିଅ ସୁଶ୍ରୀ ନମିତା ବାଗ, ଓ ପି ଏସ ସି ପରୀକ୍ଷାରେ ସଫଳତା ପାଇଥିବାରୁ ଅଞ୍ଚଳର ଲୋକଙ୍କ ଖୁସି କହିଲେ ନ ସାରେ,ଆଜି ବାଲଧିଆମାଲ ଛକ ଠାରୁ ବାଜା ବଜାଇ ଖୁସିରେ ନମିତା ଙ୍କୁ ସ୍ୱାଗତ ସମର୍ଦ୍ଧନା କରି ନିଜ ବlସଭବନ ଖଲିଆପାଲି କୁ ନେଇଥିଲେ, ଏହି ସ୍ୱାଗତ ଉତ୍ସଭରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟସଙ୍କର ମିଶ୍ର ଉପସ୍ଥିତଥିଲେ, ମାନ୍ୟବର ବିଧାୟକ ସୁଶ୍ରୀ ନମିତା ଙ୍କୁ ସ୍ୱାଗତ କରିଥିଲେ, ନମିତା ଜଣେ ମେଧାବୀ ଛାତ୍ରୀ ଥିଲେ, ଶେ ଟାଟିସଟିକାଲ ବ୍ଲକ କାର୍ଯ୍ୟ ଛାଡିଥିଲେ, ଏ ଏସ ଓ ରେ କାର୍ଯ୍ୟ ରତ ରହି, ଓ ପି ଏସ ସି ରେ ପାଇଥିବାରୁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଭଲ ପାଠ ପଢି ନମିତା ଭଳି ହେବାକୁ ଉତ୍ସାହିତ କରିଥିଲେ, ଏବଂ ନିଜ ଅଂଚଳର ଝିଅ ଓ ପି ଏସ ସି ପାଇଥିବାରୁ ବହୁତ ଖୁସି ହୋଇଥିଲେ, ଏଥିରେ ତାଙ୍କ ଭଉଣୀ ସୁଶ୍ରୀ ରଶ୍ମିତା ବାଗ, ମାମୁ ଶ୍ରୀ ସୁବାଷ ନାଏକ, ଶ୍ରୀ ପୂର୍ଣ୍ଣଚନ୍ଦ୍ର କ୍ଷିତି, ଶ୍ରୀ ଗଙ୍ଗାଧର ମେହେର, ଶ୍ରୀ ନାରାୟଣ ମେହେର, ଶ୍ରୀ ନୃସିଂହ ମେହେର, ଶ୍ରୀ ଗୌରହରୀ ଖରସେଲ, ଶ୍ରୀ ଅଶୋକ ମେହେର, ଉପସ୍ଥିତ ରହି ନମିତା ଙ୍କୁ ସ୍ୱାଗତ କରିଥିଲେ!!ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ !

Leave a Reply

Your email address will not be published. Required fields are marked *