Spread the love

କର୍ମାଠ ଗ୍ରାମ ଠାରେ ଚାଳିଥିବା ଅଷ୍ଟ ପ୍ରହର ନାମ ଯଞ୍ଜ ପୂର୍ଣ୍ଣ। ହୃତି ସହ ସମ୍ପୂର୍ଣ୍ଣ

ଧର୍ମଗଡ( ଜାଗ୍ରତ ଭାରତ)କଲାହାଣ୍ତି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ ଅଧିନସ୍ତ ରେଙ୍ଗ ସାପାଲ ଗ୍ରାମପଞ୍ଚାୟତ ର କର୍ମାଠ ଗ୍ର।ମରେ ଅଷ୍ଟପ୍ରହର ନାମ ଯଞ୍ଜ ପୂର୍ଣ୍ଣାହୁତି ସହ ସମପୂର୍ଣ୍ଣ ହୋଇଯାଇଛି। ବୁଧବାର ଦିନ ଅପରାହ୍ନ ୪ଘଣ୍ଟା ସମୟରେ, ଗ୍ରାମର ପୁରୁଷ ମହିଳା ଏକତ୍ରିତ ହୋଇ ଗାଁ ପୋଖରୀରେ ଗଙ୍ଗାମାତାଙ୍କ ପୂଜ୍ୟପୂଜା କରି କଲ ସରେ ଜଳ ପୂର୍ଣ୍ଣ କରି ଭକ୍ତ ମେଲରେ ଗ୍ରାମ ପରିକ୍ରମା ପୂର୍ବକ ପୂଜା ମଣ୍ଡପ ଠାରେ ପହଞ୍ଚିଥିଲା । ଯଥାବିଧି କାର୍ଯ୍ୟ ସମ୍ପନ୍ନ କରାଯାଇ ।. ଗୁରୁବାର ଦିନ ସକାଳ ଛଅ ଘଣ୍ଟା.ଚାଲିସିମିନିଟ ସମୟରେ ନାମ କୀର୍ତ୍ତନ ଆରମ୍ଭ ହୋଇଥିଲା.ଏହି ନାମଯଞ୍ଜରେ କର୍ତ୍ତା ରୂପରେ ଜୟନ୍ତ ଜାନୀ ଓ ଧର୍ମପତ୍ନୀ ନଳୀନୀଯାନୀ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ବୈକୁଷ୍ଠ ଦାସଙ୍କୁ ପୂଜକଙ୍କ ପୂରୋହିତରେ । ପୂଜାର୍ଚ୍ଚନା ସମାପନ କରିଥିଲେ ଏହି କାର୍ଯ୍ୟକ୍ରମରେ ସାତଟି ସଂକିତ୍ତନ ଦଲ ଯୋଗ ଦେଇଥିଲେ । ଏଥିମଧ୍ୟରୁ ଝିଅ ଦଲ ପାଞ୍ଚଟି ଓ ପୂଅ ଦଲ ଦୁଇଟି ଭାଗ ନେଇଥିଲେ.. ଗ୍ରାମ ର ଭଦ୍ରବ୍ୟକ୍ତି ମିନକେତନ ଭୋଇ.ତୀଲଯାନୀ. ବିବସଯାନୀ.ଗୋକୁଲ ଯାନୀ. ରୁକ ଧରଯାନୀ ଯୋଗଦେଇ ଶୁକ୍ରବାର ସକାଳ ଛଅ ଘଣା ଚ। ଲିସମିନିଟ ସମୟରେ ନାମ ସମାପନ ପୂର୍ଣ୍ଣ ।ହୃତି କରି. ନଗରପରିକ୍ରମା କରିବା ସହିତ ଦଧି ହାଣ୍ଡିଭଗ୍ନ କରିସମାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *