Spread the love

କଲିଆକୁଣ୍ଡଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରିଡା ଉଦଯାପିତ ହୋଇଯାଇଛି …

କଳାହାଣ୍ଡି ଜିଲ୍ଲା ତା ୧୧/୧୨/୨୦୨୫ ଦିନ ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲିଆକୁଣ୍ଡଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ୨୦୨୫/୨୬ବାର୍ଷିକ କ୍ରିଡାପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହିପ୍ରତିଯୋଗିତାରେ ମୁଖ୍ୟ ଅତିଥି ପୁର୍ବତନ ପୋଲିସ ଏସ ଆଇ ଶ୍ରୀ ଅନାମ ନାଏକ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଭାଗିରଥି ଦାଶ,ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଧନଞ୍ଜୟ ଦାଶ,ଭୁବନ ସୁନାନୀ ଉପସ୍ଥିତ ରହିଥିବାବେଲେ, ବିଦ୍ୟାମନ୍ଦିର ର ଗୁରୁଜି ଗରୁମା ରୁକଧର ସତନାମି,ବିନୋଦ ସତନାମି,କବିତାଞ୍ଜଲି ସୁନାନୀ,ଭୋଲାନାଥ ମାଝୀ,ସାମନ୍ତ ମଶ୍ରା ଉପସ୍ଥିତ ରହି ବାର୍ଷିକ କ୍ରିଡା ଉଦଯାପିତ କରିଥିଲେ,ଏହିପ୍ରତିଯୋଗିତାରେ ୬୩ଜଣ ଛାତ୍ରଛାତ୍ରି ବିଜେତାହୋଇଥିଲେ ଓ ୮ଜଣ ଛାତ୍ରଛାତ୍ରୀ ସୁଶ୍ରୀ ଅର୍ପିତା ସୁନାନୀ, ନରୋତ୍ତମ ନାଏକ,ସନାୟନା ନାଏକ, ଜସ୍ମିଁନ ସରାଫ,ରାହୁଲ ମଶ୍ରା,ଜଗା ଦାଶ ଚମ୍ପିୟାନ ହୋଇଥିବାବେଲେ ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାମନ୍ଦିର ସୁନ୍ଦର ଭାବରେ କିପରି ଚାଲିବ ସେହି ବିଷୟରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *